ସ୍ୱାମୀଙ୍କ ସହ ବାଥଟବରେ ସନ୍ନି ଲିଓନି ! ଇନଷ୍ଟାଗ୍ରାମ ଆକାଉଂଟରେ ଶେୟାର କଲେ ଫଟୋ

37

ପର୍ଣ୍ଣ ଜଗତ ଛାଡି ବଲିଉଡରେ ପାଦ ଦେଇଥିବା ଅଭିନେତ୍ରୀ ସନ୍ନି ଲିଓନି ସବୁବେଳେ ଚର୍ଚ୍ଚାରେ । ନିକଟରରେ ରିଲିଜ ହୋଇଛି ଶାହାରୁଖ ଖାନଙ୍କ ସିନେମା ‘ରଇସ’ । ଏହି ସିନେମାରେ ସନ୍ନିଙ୍କ ଆଇଟମ ନମ୍ବର ‘ଲୈଲା ଓ ଲୈଲା’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ସନ୍ନି ଲିଓନି ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ସ୍ୱାମୀ ଡେନିୟଲ ବେବେରଙ୍କ ସହ ଉଠାଇଥିବା ହଟ ଫଟୋ ଶେୟାର କରିଛନ୍ତି । ଫଟୋରେ ଉଭୟଙ୍କ କେମେଷ୍ଟ୍ରି ଭଲ ଭାବରେ ନଜର ଆସୁଛି ।

ସନ୍ନିଙ୍କ ସ୍ୱାମୀ ଡେନିୟଲ ମଧ୍ୟ ଥିଲେ ଜଣେ ପର୍ଣ୍ଣଷ୍ଟାର । ୨୦୧୧ରେ ଉଭୟେ ବିବାହ କରିଥିଲେ । ସନି ତାଙ୍କ ସଫଳତାର ସବୁ ଶ୍ରେୟ ଡେନିୟଲଙ୍କୁ ଦିଅନ୍ତି । ଏହାସହ ଡେନିୟଲ ସନ୍ନିଙ୍କର ବିଜିନେସ ମ୍ୟାନେଜର ମଧ୍ୟ । ଡେନିୟଲଙ୍କ ବିନା ଅନୁମତିରେ ସନ୍ନି କୈାଣସି ସିନେମା ସାଇନ କରନ୍ତି ନାହିଁ ।