କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସ ଭାରତ ପାଇଁ ଆଣିଛି ପୁଣି ଏକ ଖୁସି ଖବର । ତୀରନ୍ଦାଜରେ ବିଜୟୀ ହୋଇଛନ୍ତି ବୋମ୍ବାଲ୍ୟା ଦେବୀ । ବ୍ୟକ୍ତଗତ ଇଭେଂଟରେ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ଏହି ଭାରତୀୟ ମହିଳା ତୀରନ୍ଦାଜ ।