ଭୁବନେଶ୍ୱର : ୪ କୁଖ୍ୟାତ ଅପରାଧିଙ୍କୁ ଗିରଫ କଲା କମିସନରେଟ ପୁଲିସର ସ୍ପତନ୍ତ୍ର ସ୍କ୍ୱାର୍ଡ

34

କନକ ବ୍ୟୁରୋ : ଭୁବନେଶ୍ୱରରୁ ୪ କୁଖ୍ୟାତ ଅପରାଧି ଗିରଫ । ମୋଷ୍ଟ ୱାଂଟେଡ ବାଲା ଗଜେନ୍ଦ୍ରଙ୍କୁ କାବୁ କଲା କମିସନରେଟ ପୁଲିସର ସ୍ପତନ୍ତ୍ର ସ୍କ୍ୱାର୍ଡ । ସେମାନଙ୍କୁ ଠାରୁ ୩୦ ଗ୍ରାମ ସୁନା ଗହଣା,ଗୋଟିଏ ଲାପଟପ ଓ ଟିଭି ଜବତ ହୋଇଛି । ବାଲା ଗଜେନ୍ଦ୍ରକୁ ପୂର୍ବରୁ ଏନକାଉଂଟର କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ବାଲା ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଅଧିକ ମାମଳା ରହିଛି ।