ସିୱେଜ ଜିଏମ ହତ୍ୟା ମାମଲାରେ ଫସିଲେ ଶିଳ୍ପପତି ମହିମା ମିଶ୍ର : ପାରାଦୀପ ପୋଲିସ ଜାରି କଲା ଏନବିଡବ୍ଲ୍ୟୁ

46

କନକ ବ୍ୟୁରୋ : ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପାଇଁ ବଢିଲା ଅଡୁଆ । ପାରଦୀପ ସିୱେଜ୍ ସିପିଂ ମ୍ୟାନେଜର ହତ୍ୟା ମାମଲାରେ ତାଙ୍କ ବିରୋଧରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ତାଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମଧ୍ୟ ଏନବିଡବ୍ଲୁ ଜାରି କରିଛି କୁଜଙ୍ଗ ଜେଏମଏଫସି କୋର୍ଟ ।