ଦିଲ୍ଲୀ ଓ ହରିୟାଣାରେ ମଧ୍ୟମ ଧରଣର ଭୂକମ୍ପର ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୩.୫

29

କନକ ବ୍ୟୁରୋ : ଦିଲ୍ଲୀ ଓ ହରିୟାଣାରେ ମଧ୍ୟମ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ବୋଲି ଜଣା ପଡିଛି ।