ଲୋୟର ପିଏମଜିରେ କଂଗ୍ରେସ କର୍ମୀ-ପୁଲିସ ମୁହାଁମୁହିଁ ! ଯୁବ ଅଧିକାର ସମାବେଶ ବେଳେ ବିଧାନସଭାକୁ ଧଶେଇ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି

23

କନକ ବ୍ୟୁରୋ : ପୁଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ପଶିବା ପାଇଁ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଯୁବ କଂଗ୍ରେସ କର୍ମୀ । ପୁଲିସ ୫୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି । ଲୋୟର ପିଏମଜିରେ ଯୁବ ଅଧିକାର ସମାବେଶ ଚାଲିଥିବା ବେଳେ ବିଧାନସଭା ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ଯାହାକୁ ଅଟକେଇବାକୁ ଯାଇ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।