୨ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେପି । ରଣପୁରରେ ସୁରମାଙ୍କୁ ଦଳ ଦେଲା ପୁଣି ସୁଯୋଗ, ପଟାଙ୍ଗୀରେ ଚୈତନ୍ୟ…

କନକ ବ୍ୟୁରୋ : ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପୂର୍ବରୁ ବିଜେପି ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ଆଜି ଆଉ ୨୧ ଜଣଙ୍କ ନାଁ ଘୋଷଣା କରିଛି । ତେବେ ୨୧ଟି ଆସନ ମଧ୍ୟରୁ ୨ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ…

ଆକ୍ରୋଶର ଶିକାର ହୋଇ ବିଜେଡି ସମାପ୍ତ ହେବ, ଆଶୀର୍ବାଦ ପାଇ ବିଜେପି ଓଡ଼ିଶାବାସୀଙ୍କ ସେବା କରିବ । ବିଜେଡିର ସାମ୍ବାଦିକ…

କନକ ବ୍ୟୁରୋ : ବିଜେଡିର ସାମ୍ବାଦିକ ସମ୍ମିଳନୀକୁ ନେଇ କଟାକ୍ଷ କଲା ବିଜେପି । ଦଳର ରାଜ୍ୟ ଉପ-ସଭାପତି ବିରଞ୍ଜି ନାରାୟଣ ତ୍ରିପାଠୀ ଗଣମାଧ୍ୟମରେ କହିଛନ୍ତି, ବିଜେଡି ସରକାରରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢିଛି । ଏନସିଆରବି ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମହିଳା ନିର୍ଯାତନା ବଢି ଚାଲିଛି…

ଅପରାଧୀଙ୍କୁ ନେଇ ଲଢୁଛି ବିଜେପି, ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ପ୍ରଦୀପ ଓ ପ୍ରଶାନ୍ତ । ସାମ୍ବାଦିକ ସମ୍ମିଳନୀ…

କନକ ବ୍ୟୁରୋ : ଅପରାଧୀଙ୍କୁ ନେଇ ନିର୍ବାଚନ ଲଢୁଛି ବିଜେପି । ଯେଉଁମାନଙ୍କ ଦ୍ୱାରା ସରକାରୀ କର୍ମଚାରୀଙ୍କୁ ଧମକା ଯାଉଛି । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ବିଜେଡିରୁ ବିତାଡିତ ତଥା ଅପରାଧିକ କାର୍ଯ୍ୟ ସହ…

ବିହାରରେ ମାଗଣା ଚିକିତ୍ସା, ମାଗଣା ବିଜୁଳି ଏବଂ ଦେଶରେ ୧ କୋଟି ଚାକିରି । ନିର୍ବାଚନ ଇସ୍ତାହାରରେ ବଡ ଘୋଷଣା କଲେ…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ପରିବର୍ତ୍ତନ ପତ୍ର ନାଁରେ ଏହି ନିର୍ବାଚନ ଇସ୍ତାହାର ଆଣିଛି ଆରଜେଡି । ଦଳୀୟ ନେତା ତେଜସ୍ୱୀ ଯାଦବ, ଅବଦୁଲ ସିଦ୍ଦିିକି, ଜଗଦାନନ୍ଦ ସିଂ ଏହି ନିର୍ବାଚନ ଇସ୍ତାହାର ଘୋଷଣା କରିଛନ୍ତି । ଆରଜେଡିର…

ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇଲା ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ନାଁ । ଜାଣନ୍ତୁ ଏହା ପଛର ପୂରା…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକାରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନାଁ ହଟାଇ ଦେଇଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକାରୁ ଏହି ୨ ନେତାଙ୍କ ନାଁ ହଟାଇଛି ।…

ସିଡନୀର ମଲରେ ଛୁରାମାଡ ଓ ଗୁଳିମାଡ, ୫ ଜଣ ଲୋକଙ୍କର ମୃତ୍ୟୁ । ପୋଲିସ ଗୁଳିରେ ଆକ୍ରମଣକାରୀ ମୃତ ସୂଚନା !

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ଏକ ସପିଙ୍ଗ ମଲରେ ଛୁରାମାଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନ ସପିଙ୍ଗ ସେଣ୍ଟରରେ ଏହି ଆକ୍ରମଣ ହୋଇଛି । କେବଳ ଛୁରାମାଡ ନୁହେଁ ବରଂ…