ଆଠମଲ୍ଲିକରେ ପୋଲ ତଳକୁ ଖସିଲା ବସ୍ : ଅନେକ ମୃତାହତ ସୂଚନା

36

ଆଠମଲ୍ଲିକ : ଆଠମଲ୍ଲିକରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ମାଣତ୍ରୀ ପୋଲରୁ ୫୦ ଫୁଟ ତଳକୁ ବସ୍ ଖସି ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି। ମହରାଜା ନାମକ ଏକ ଘରୋଇ ବସ ବୌଦ୍ଧରୁ ଆଠମଲ୍ଲକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି।