Daily Archives

July 17, 2019

ଦୁଇଦିନ ପରେ ପାଟକୁରା ପରୀକ୍ଷା । ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ନବୀନ, ସାବିତ୍ରୀଙ୍କ ପାଇଁ କଲେ ହାଇଟେକ୍ ପ୍ରଚାର ।

କନକ ବ୍ୟୁରୋ: ପ୍ରଚାର କଲେ ପ୍ରତିଶ୍ରୁତି ଦେଲେ । ପାଟକୁରାର ବିକାଶ ଦାୟତ୍ୱ ମୁଁ ନିଜେ ବୁଝିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନ ପରେ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ହାଇଟେକ୍ ବସରେ…

ଫିକା ପଡ଼ିପାରେ ଟି-୨୦ ବିଶ୍ୱକପ୍ ! ୯ ବର୍ଷପରେ ପ୍ରଥମ ଥର ପାଇଁ ଗ୍ରୁପ୍ ପର୍ଯ୍ୟାୟରେ ମୁହାଁମୁହିଁ ହେବେନି…

କନକ ବ୍ୟୁରୋ: ଆସିଲା ଟି-୨୦ କ୍ରିକେଟ୍ ବିଶ୍ୱକପ୍ କାର୍ଯ୍ୟସୂଚୀ ତାଲିକା । ଆଉ ସାମ୍ନାକୁ ଆସିଲା ଏକ ରୋଚକ ତଥ୍ୟ, ୨୦୧୧ ପରଠାରୁ ପ୍ରଥମଥର ପାଇଁ ଗ୍ରୁପ୍ ପର୍ଯ୍ୟାୟରେ ସାମ୍ନାସାମ୍ନି ହେବେ ନାହିଁ ଭାରତ-ପାକିସ୍ତାନ । କିକ୍ରେଟ୍ ବିଶ୍ୱକପ୍ ଫିଭର କ୍ରୀଡାପ୍ରେମୀଙ୍କ ମୁଣ୍ଡରୁ ନ…

ଜେଲରୁ ବାହାରିବେ ଭଣ୍ଡ ସାରଥୀ ? ଜାମିନ ନେଇ ଶୁଣାଣି ଶେଷ, ରାୟ ଉପରେ ସମସ୍ତଙ୍କର ନଜର ।

କନକ ବ୍ୟୁରୋ : ଜେଲରୁ ବାହାରିବେ ସାରଥୀ । ଜାମିନ ମିଳିଲେ ଶେଷ ହେବ ସାରଥୀ ବାବାଙ୍କ ଜେଲ ସଜା । ଓଡ଼ିଶା ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ସାରଥୀ ବାବା ଓରଫ ସନ୍ତୋଷ ରାଉଳ ବିରୋଧରେ ହୋଇଥିବା ୩ୟ ମାମଲାର ଶୁଣାଣି ବୁଧବାର ଶେଷ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଦ୍ୱାରା…

ଭାରତର ବଡ଼ ବିଜୟ । କୁଳଭୂଷଣଙ୍କୁ ଫାଶୀ ଦେଇ ପାରିବନି ପାକିସ୍ତାନ, ରାୟର ପୁର୍ନବିଚାର ପାଇଁ କହିଲେ ଆନ୍ତର୍ଜୀତୟ ଅଦାଲତ…

କନକ ବ୍ୟୁରୋ: ଭାରତର କୁଳଭୂଷଣ ବିଜୟ । କୁଳଭୂଷଣ ଯାଦବଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ । କୁଳଭୂଷଣଙ୍କ ଫାଶୀ ଉପରେ ରୋକ୍ ଲଗାଇଲେ ନେଦରଲାଣ୍ଡର ଦି ହେଗ ଠାରେ ଥିବା ଆନ୍ତର୍ଜାତୀୟ କୋର୍ଟ । ଏନେଇ ଆସିଜେ କହିଛନ୍ତି କି, ପାକିସ୍ତାନ ଭିଏନା ଚୁକ୍ତିକୁ ସଠିକ୍ ଭାବେ ପାଳନ କରିନି । ତେଣୁ…

ବିବାଦୀୟ ଜମି ପାଇଁ ରକ୍ତରଞ୍ଜିତ ହେଲା ପୂରା ଗାଁ । ଗ୍ରାମ ପ୍ରଧାନ ସର୍ମଥକଙ୍କ ଗୁଳିରେ ଲିଭିଗଲା ୯ ଗ୍ରାମବାସୀଙ୍କ…

ଜମି ପାଇଁ ଗଲା ୯ ଜୀବନ । ଉତ୍ତରପ୍ରଦେଶର ସୋନଭଦ୍ରରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ଜମି ବିବାଦକୁ ନେଇ ରକ୍ତରଞ୍ଜିତ ହୋଇଛି ସୋନଭଦ୍ରର ଅଭାଭି ଗାଁ । ଗ୍ରାମର ପ୍ରଧାନ ଗୋଷ୍ଠୀ ଓ ଗ୍ରାମର ଅନ୍ୟ ପକ୍ଷ ମଧ୍ୟରେ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିବା ବେଳେ…

ନିର୍ବାଚନ ସରିଲା, ମୁଖିଆଙ୍କ ଚିନ୍ତା ବଢ଼ିଲା ! ରଦ୍ଦ ହୋଇପାରେ ୩ ଦଳର ରାଷ୍ଟ୍ରୀୟ ମାନ୍ୟତା?

କନକ ବ୍ୟୁରୋ: ନିର୍ବାଚନ ସରିଲା ପରେ ବି ତିନି ଦଳର ପିଛା ଛାଡୁନି ଟେନସନ୍ । ଏବେ ଅଡୁଆରେ ତିନି ଦଳ । ନିର୍ବାଚନବେଳେ କରାଯାଇଥିବା ପ୍ରଦର୍ଶନ ଆଧାରରେ ଟିଏମସି, ଏନସିପି ଏବଂ ସିପିଆଇ ଦଳର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହୋପଇପାରେ ବୋଲି ଅଶଙ୍କା କରାଯାଉଛି । ଏପରିକି ଏହି ୩ଟି ରାଜନୈତିକ ଦଳକୁ…