ନାମ ଲେଖା ପାଇଁ ୪ ମେଡିକାଲ କେଲଜକୁ ଏମସିଆଇର ଅନୁମତି । ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
କନକ ବ୍ୟୁରୋ: ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଆଜି ରାଜ୍ୟର ଚାରିଟି ମେଡିକାଲ କଲେଜକୁ ନାମଲେଖା ଅନୁମତି ମିଳିଛି । ଏହିସବୁ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଏବେ ବିଭିନ୍ନ ବ୍ୟାଚରେ ପାଠ ପଢୁଛନ୍ତି । ଏମସିଆଇ ପକ୍ଷରୁ ଆଜି ଏହି ଅନୁମତି…