Daily Archives

June 7, 2019

ବିଧାନସଭାର ଉପ-ବାଚସ୍ପତି ହେବେ ରଜନୀକାନ୍ତ ସିଂ! ଧର୍ମଶାଳା ବିଧାୟକଙ୍କୁ ସରକାରୀ ଉପ ମୁଖ୍ୟ ସଚେତକ ନିଯୁକ୍ତି ଦେଲେ…

କନକ ବ୍ୟୁରୋ: ଚଳିତ ବିଧାନସଭାର ଉପ-ବାଚସ୍ପତି ହେବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ । ଉପ-ବାଚସ୍ପତି ପଦବୀ ନିମନ୍ତେ ରଜନୀକାନ୍ତଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରଜନୀକାନ୍ତଙ୍କ ନାଁରେ ମୋହର ମାରିଛନ୍ତି । ରଜନୀକାନ୍ତ ପୂର୍ବରୁ ବିଜୟର…

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଖସି ଯାଉଥିଲେ ସ୍ୱାଧୀ! ଚେତାବନୀ ପରେ ଏନଆଇଏ ଅଦାଲତରେ ହେଲେ ହାଜର, ମାଲେଗାଓଁ ବିସ୍ଫୋରଣ…

କନକ ବ୍ୟୁରୋ: ଏନଆଇଏ ଅଦାଲତରେ ହାଜର ହେଲେ ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା । ୨୦୦୮ରେ ମାଲେଗାଓଁରେ ହୋଇଥିବା ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଆଜି କୋର୍ଟରେ ହାଜର ହୋଇଛନ୍ତି । ଗତକାଲି ତାଙ୍କୁ  ହାଜର ହେବାକୁ ଅଦାଲତ ପକ୍ଷରୁ କୁହାଯାଇଥିବା ବେଳେ ସ୍ୱାସ୍ଥ୍ୟଗତ…

ଯଦି ପାକିସ୍ତାନ ଖେଳାଳି ପଡିଆ ମଝିରେ ନମାଜ ପଢିବା ଠିକ୍, ତେବେ ଧୋନିଙ୍କ ଗ୍ଲୋଭସରେ ଥିବା ବଳିଦାନ ଲୋଗୋକୁ ନେଇ ବିବାଦ…

ଧୋନିଙ୍କ ଗ୍ଲୋଭସରେ ପାରା କମାଣ୍ଡୋ ଫୋର୍ସର ବଳିଦାନ ଲୋଗୋକୁ ନେଇ ବିବାଦ ବଢି ଚାଲିଥିବା ବେଳେ ଏହାକୁ ନେଇ ଚିହିଁକି ଉଠିଛନ୍ତି କ୍ରିକେଟ ଫ୍ୟାନ୍ । ଧୋନିଙ୍କ ଗ୍ଲୋଭସରୁ ଏହି ଲୋଗୋ ହଟାଇବାକୁ ବିିସିସିଆଇକୁ ଆଇସିସି ଚିଠି ଲେଖିଥିବା ବେଳେ ଏବେ ବିସିସିଆଇ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଛି…

ମୋଦିଙ୍କ ଫୋକସରେ ମାଳଦ୍ୱୀପ । ପ୍ରଥମ ବିଦେଶ ଗସ୍ତରେ ମାଳଦ୍ୱୀପ ଯିବେ ମୋଦି,ଜାଣନ୍ତୁ ଏହା ପଛର ବଡ କାରଣ?

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବା ପରେ ପ୍ରଥମ ବିଦେଶ ଗସ୍ତରେ ମାଳଦ୍ୱୀପ ଯାତ୍ରା କରିବେ ବୋଲି ଜଣାପଡିଛି । ମାଲଦ୍ୱୀପ ସହ ସର୍ମ୍ପକ ଭାରତ ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏଠାରେ ଏବେ ଚୀନ୍ ନିଜର ବଡଭାଈ ପଣିଆ ଦେଖାଇବା ଆରମ୍ଭ କରିଛି । ମାଲଦ୍ୱୀପର…

ଶ୍ୱଶୁର ଘରେ ଜ୍ୱାଇଁର ତାଣ୍ଡବ । ଗାଁ ଦାଣ୍ଡରେ ଶ୍ୱଶୁର ଘର ଲୋକଙ୍କୁ ପନିକିରେ ଆକ୍ରମଣ

କନକ ବ୍ୟୁରୋ: ଗାଁ ଦାଣ୍ଡରେ ଫ୍ୟାମିଲି ଡ୍ରାମା । ଜମି ବାଡି ବିବାଦକୁ ନେଇ ମହକାଳପଡାରେ ସାନ ଭାଇ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ଫୋପାଡି ଦେଲା ବଡ଼ଭାଇ । ସେପଟେ ବସ୍ତାରେ ଶ୍ୱଶୁର ଘର ଲୋକଙ୍କୁ ପନିକି ଧରି ଗୋଡାଇଲା ଜ୍ୱାଇଁ । ଗାଁ ଦାଣ୍ଡରେ ପଡିଲା ପାରିବାରିକ କଳହ । ଜମିବାଡି ବିବାଦକୁ…

ସାମ୍ନାକୁ ଆସିଲା ସରକାରୀ ବାବୁଙ୍କ ପ୍ରଶଂସନୀୟ କାମ । ନଦୀ ନାଳ ପାହାଡ ଦେଇ ଚାଲିଚାଲି ଅପହଂଚ ଇଲାକାରେ ପହଚିଂଲେ…

କନକ ବ୍ୟୁରୋ: ପ୍ରଶଂସନୀୟ କାମ କଲେ ସରକାରୀ ବାବୁ । ମାଓ ଅଂଚଳରେ ନଦୀ ନାଳ ପାହାଡ ଦେଇ ଚାଲିଚାଲି ଅପହଂଚ ଇଲାକାରେ ପହଚିଂଲେ ଚିତ୍ରକୋଣ୍ଡା ବିଡିଓ । ପଂଚାୟତବାସୀଙ୍କ ସମସ୍ୟା ବୁଝି ଏହାର ସମାଧାନ ପାଇଁ ପ୍ରତିଶୁତି ଦେଇଛନ୍ତି ବିଡିଓ । ସରକାରୀ ବାବୁଙ୍କ ପ୍ରଶଂସନୀୟ କାମ । ଅପହଞ୍ଚ…