Daily Archives

November 27, 2018

ମହାକାଶ ଗବେଷଣାରେ ମାଇଲଖୁଣ୍ଟ ସ୍ଥାପନ କଲା ‘ନାସା’ ! ସଫଳତାର ସହ ମଙ୍ଗଳଗ୍ରହରେ ଅବତରଣ କଲା ‘ଇନସାଇଟ୍ ପ୍ରୋବ’ ।

କନକ ବ୍ୟୁରୋ : ମଙ୍ଗଳ ଗ୍ରହରେ ମହାକାଶ ଯାନ, ଇନସାଇଟ୍ ପ୍ରୋ । ଆମେରିକା ଗବେଷଣା ସଂସ୍ଥା ନାସା ପଠେଇଥିବା ମହାକାଶଯାନ ‘ଇନସାଇଟ ପ୍ରୋ’ ସଫଳତାର ସହ ମଙ୍ଗଳ ଗ୍ରହରେ ଅବତରଣ କରିଛି । ପ୍ରାୟ ୪ହଜାର କୋଟି କିଲୋମିଟର ଦୂରତାକୁ ପ୍ରାୟ ୭ମାସ ଧରି ଗତିକରି ମଙ୍ଗଳଗ୍ରହର ଭୁପୃଷ୍ଠରେ ପହଂଚିଛି…

ଉଦଘାଟନୀ ଉତ୍ସବରେ ପ୍ରଦର୍ଶିତ ହେଲା ମାଧୁରୀଙ୍କ ମନଛୁଆଁ ନୃତ୍ୟ : ୧୧ଶହ କଳାକାରଙ୍କ ମଝିରେ ମଦର ଆର୍ଥ ଭାବେ ନଜର ଆସିଲେ…

କନକ ବ୍ୟୁରୋ : ଉଦଘାଟନୀ ଉତ୍ସବରେ ଦେଖିବାପାଇଁ ମିଳିଛି ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ମନଛୁଆଁ ନୃତ୍ୟ । ୧୧ ଶହ କଳାକାରଙ୍କ ମଝିରେ ମଦର ଆର୍ଥ ଭାବେ ନଜର ଆସିଲେ ମାଧୁରୀ । ନିଜର ନୃତ୍ୟ ମାଧ୍ୟମରେ ବିଶ୍ୱକୁ ଏକତା ବାର୍ତ୍ତା ଦେଲେ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନ…

ଦିଲ୍ଲୀପ ରାୟ ବିଜେପି ଛାଡିବା ନେଇ ସଙ୍କେତ ଦେବାପରେ ପ୍ରତିକ୍ରିୟା ରଖିଲେ ଜୁଏଲ ଓରାମ : କହିଲେ କ୍ଷତି ହେବ, ହେଲେ…

କନକ ବ୍ୟୁରୋ : ବିଜେପିରେ ଅପରାଜିତାଙ୍କ ଯୋଗଦାନ ଦଳକୁ ଯେତିକି ଉତ୍ସାହିତ କରିଛି, ବିଜେପିଠୁ ଦିଲ୍ଲୀପ ଦୂରେଇ ଯିବା ନେଇ ଦେଇଥିବା ଇସାରା ଦଳକୁ ସେତିକି ବଡ ଝଟକା ଦେଇଛି । ବ୍ରାହ୍ମଣୀ ଉପରେ ଦ୍ୱିତୀୟ ପୋଲ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କାମକୁ ନେଇ ଅସନ୍ତୁଷ୍ଟ ଥିବା ଦିଲ୍ଲୀପ…

ସତ ହେଲା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସ୍ୱପ୍ନ ! କିଣିଲେ ବିଏମଡବ୍ଲୁ କାର୍ ।

କନକ ବ୍ୟୁରୋ : ଦୌଡରାଣୀ ଦୂତି ଚାନ୍ଦ କିଣିଲେ ବିଏମଡବ୍ଲୁ କାର୍ । ନିଜ ଟଙ୍କାରେ ଗୋଟିଏ ଲଗଜୁରିଅସ୍ କାର କିଣିବାକୁ ପିଲାଦିନରୁ ସ୍ୱପ୍ନ ଦେଖିଥିଲେ ଦୂତି । ଏସିଆଡରେ ଶହେ ଓ ଦୁଇଶହ ମିଟରରେ ରୌପ୍ୟ ପଦକ ଜିତିବା ପରେ ରାଜ୍ୟ ସରକାର ଦୂତିଙ୍କୁ ୩ କୋଟି ଟଙ୍କା ପୁରସ୍କାର ଦେଇଥିଲେ । ସେହି…

କଳ୍ପନା ଜଳ୍ପନାର ଅନ୍ତ : ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ

କନକ ବ୍ୟୁରୋ : ଅନେକ ଚର୍ଚ୍ଚା ଆଲୋଚନା ଭିତରେ ବିଜେପିରେ ମିଶିଛନ୍ତି ବ୍ୟୁରୋକ୍ରାସିର ବହୁ ଚର୍ଚ୍ଚିତ ଚେହେରା ଅପରାଜିତା ଷଡଙ୍ଗୀ । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଅପରାଜିତା ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ମୋଦି ଓ ବିଜେପିର ଅଭିମୁଖ୍ୟରେ…

ଫିଲ୍ମି ଅନ୍ଦାଜରେ ମଂଚ ଉପରକୁ ଆସିଲେ ଶାହରୁଖ୍ ! ଓଡ଼ିଆରେ ଧନ୍ୟବାଦ ଜଣାଇଲେ କିଙ୍ଗ୍ ଖାନ୍

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ପୁୁରୁଷ ହକି ବିଶ୍ୱକପ ୨୦୧୮ । ଏହି ଉଦଘାଟନୀ ସହ ଭାରତୀୟ କ୍ରୀଡ଼ା ଇତିହାସରେ ଲେଖା ହୋଇଛି ଏକ ନୂଆ ଅଧ୍ୟାୟ । ହକିର ସବୁଠୁ ବଡ଼ ପ୍ରତିଯୋଗିତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ଆଉ ତା’ପରେ…