Daily Archives

November 17, 2018

କେମିତି ଅଛି ସୁନ୍ଦରୀ ? ବାଘୁଣୀର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ, ସତ ଲୁଚାଉଛି କି ବନ ବିଭାଗ ?

କନକ ବ୍ୟୁରୋ : ସାତକୋଶିଆରେ ମଧ୍ୟପ୍ରଦେଶର ମହାବଳ ବାଘ ମହାବୀରର ହଠାତ୍ ମୃତ୍ୟୁ ପରେ ସୁନ୍ଦରୀକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଟ୍ରାଙ୍କୁଲାଇଜ ପରେ ବାଘୁଣୀ ସୁ୍ନ୍ଦରୀକୁ ରାଇଗୁଡା ଜଙ୍ଗଲ ଏନକ୍ଲୋଜରରେ ରଖାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ କହୁଛି । ସେପଟେ…

ସୀମା ଟପିଲା ଦୁର୍ନୀତି, ଧାନ ବୋହୁଛି ଦଦରା ସ୍କୁଟର: ମୋଟର ସାଇକେଲକୁ ଭାରିଯାନ ଦର୍ଶାଇ ଧାନକିଣାରେ ଶହେ କୋଟିର…

କନକ ବ୍ୟୁରୋ: ଧାନର ସହାୟକ ମୂଲ୍ୟ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ବରଗଡ ଜିଲ୍ଲାରୁ ଆସିଛି ଧାନକିଣା ନେଇ ସାଂଘାତିକ ଅଭିଯୋଗ । ଆଖିରେ ଆଂଗୁଠି ଗେଂଜି କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଟର, ସ୍କୁଟି ଏବଂ ମୋଟର ସାଇକେଲକୁ ଭାରି ଯାନ ଦର୍ଶାଇ ଧାନ କିଣାରେ ଶହ…

ଅଭିଜିତଙ୍କୁ ‘ଓଡ଼ିଶା’ ପାଠ ପଢ଼ିବାକୁ ପରାମର୍ଶ

କନକ ବ୍ୟୁରୋ: ଅଭିଜିତ୍ ଆୟାରଙ୍କୁ କ୍ଷମା ଦେଲା ବିଧାନସଭା । ତେବେ ଓଡ଼ିଶାର କଳା ସଂସ୍କୃତି ଓ ଇତିହାସ ସଂପର୍କରେ ପଢ଼ିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ଗୃହ କମିଟି । ଏ ନେଇ ପୁସ୍ତକ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଅନୁରୋଧ କରାଯାଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ବିଧାୟକଙ୍କ…

ଚୀନକୁ କଡା ଟକ୍କର ଦେବ ଭାରତ ! ଆମେରିକାରୁ ଆସିବ ୨୪ଟି ରୋମିଓ ସିହକ୍ ହେଲିକପ୍ଟର ।

ଭାରତ ଆମେରିକାରୁ ୨୪ଟି ଆଣ୍ଟି-ସବମେରିନ୍ ରୋମିଓ ହେଲିକପ୍ଟର କିଣିବ ବୋଲି ଜଣାପଡ଼ିଛି । ୨ ବିଲିୟନ୍ ଡଲାର୍ ବ୍ୟୟରେ ହେଲିକପ୍ଟର୍ ଖରିଦ କରାଯିବ ବୋଲି ସୂଚନା ମିଳିଛି । ଭାରତ ମହାସାଗରରେ ଚୀନର ଉପଦ୍ରବ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ଲାଗି ଏହି ଅତ୍ୟାଧୁନିକ ହେଲିକପ୍ଟର ଭାରତ ପାଇଁ…

ରାଜନୈତିକ ଦଳର ମିଛ ଇସ୍ତାହାର ଶୁଣିବେ ନାହିଁ ଆଦିବାସୀ ମଣିଷ ! ରାଜନୈତିକ ଦଳମାନଙ୍କୁ ନିଜ ଦାବି ଜଣାଇବା ପାଇଁ…

କନକ ବ୍ୟୁରୋ: ଆମ ଭୋଟ ଆମ ଇସ୍ତାହାର । ଆଗମି ନିର୍ବାଚନ ଲାଗି ରାଜନୌତିକ ଦଳ ଅଂଟା ଭିଡୁ ଥିବା ବେଳେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏବେ ଭୋଟର ମାନେ ମଧ୍ୟ ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ରାଜନୈତିକ ଦଳ ଗୁଡିକ ଭୋଟ ଆଗରୁ ଫାଙ୍କା ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରି…

ଚମକିବ ଭୁବନେଶ୍ୱର ! ହକି ପାଇଁ ୬୭ କୋଟି ଟଙ୍କାର ବ୍ୟୟ ଅଟକଳ ।

କନକ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରା ରାଜଧାନୀ । ବିଶ୍ୱକପକୁ ଆଉ ମାତ୍ର ୯ ଦିନ ବାକି ରହିଥିବା ବେଳେ ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ପୁରୁଷ ବିଶ୍ୱ କପ ହକି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶ୍ୱକପ…