Daily Archives

November 17, 2018

ଧିରେ ଧିରେ କୁହୁଳୁଛି ବହ୍ମ ବିଭ୍ରାଟ ନିଆଁ ! କ୍ଷୋଭ ପ୍ରକାଶ କଲେ ଗଜପତି ମହାରାଜ ।

କନକ ବ୍ୟୁରୋ: ବ୍ରହ୍ମ ବ୍ରିଭାଟକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ । ୨୦୧୫ ମସିହାରେ ହୋଇଥିବା ବ୍ରହ୍ମ ବିଭ୍ରାଟ ଘଟଣାକୁ ନେଇ ଅସନ୍ତୋଷର ନିଆଁ ତେଜିବାରେ ଲାଗିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ। ଦାରୁ ଫିକ୍ସିକୁ ସେ ଆଧ୍ୟାତ୍ମିକ…

କୌଣସି ଯାନରେ ନୁହେଁ ବରଂ ଦୌଡିକି ଆସିଲେ ସଭାସ୍ଥଳୀ। କାର୍ଯ୍ୟକ୍ରମରେ ସାମିଲ ହେବାକୁ ୧୬ କିମି ପର୍ଯ୍ୟନ୍ତ ଦୌଡି ଦୌଡି…

ସାଧାରଣତଃ କୌଣସି କାର‌୍ୟ୍ୟକ୍ରମରେ ବଡ଼ ଅଧିକାରୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲେ ସେମାନେ ସ୍ୱତନ୍ତ୍ର ପ୍ରସ୍ତୁତି କରି ଆସି ଥାଆନ୍ତି। ନିକଟରେ ତେଲଙ୍ଗାନାର ମୁଖ୍ୟ ସଚିବ (ଗୃହ ବିଭାଗ)ଏକ କାର‌୍ୟ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚିଛନ୍ତି କିନ୍ତୁ କାର କିମ୍ବା କୌଣସି ଯାନରେ…

ଖାଦ୍ୟ ସୁରକ୍ଷାରେ ହିତାଧିକାରୀ ପାଇଲେନି ଲାଭ ! ଦହିବାରରେ ଲଟକିଛି ପରିବାରର ଭାଗ୍ୟ । 

କନକ ବ୍ୟୁରୋ: କାକଟପୁର ଛକରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ହେଲା ବାଟବଣା  । ଅଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା କାର୍ଡ ମିଳୁଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ହାତ ଖାଲି  । ଏପରିକି ଦହିବରା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଏକ ପରିବାରକୁ ମିଳିନି ଯୋଜନାର…

ନାୟିକା ଓ ନିର୍ଦ୍ଦେଶକଙ୍କ ବିବାଦ ଘଟଣାରେ ନାଟକୀୟ ମୋଡ଼: ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ଏଲସାଙ୍କ ୟୁଟର୍ଣ୍ଣ

କନକ ବ୍ୟୁରୋ: ନାୟିକା ଓ ନିର୍ଦ୍ଦେଶକଙ୍କ ବିବାଦ ଘଟଣାରେ ନାଟକୀୟ ମୋଡ଼ । ଗତ  ୨ ଦିନ ଧରି ନିର୍ଦ୍ଦେଶକଙ୍କ ବିରୋଧରେ  ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ଏଲସାଙ୍କ ୟୁଟର୍ଣ୍ଣ । ଆପୋଷ ବୁଝାମଣାରେ ବିବାଦର ସମାଧାନ ହୋଇଥିବା ଏଲସା କହିଛନ୍ତି । ଏପରିକି  ରାଗ ମୁଡରେ ଥିବାରୁ  ସେ ଏପରି…

ଷ୍ଟାଡିୟମ୍ ନୁହେଁ, ଫ୍ୟାନ ପାର୍କରେ ବି ନେଇପାରିବେ ହକିର ମଜା ! ଜାଣନ୍ତୁ କିପରି ।

କନକ ବ୍ୟୁରୋ : ବିଶ୍ୱକପ ହକିକୁ ଆଉ ମାତ୍ର ୯ ଦିନ ରହିଯାଇଛି । ବିଶ୍ୱକପକୁ ନେଇ ସମସ୍ତ ପ୍ରସ୍ତୁତି ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ହକି ପ୍ରେମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ହକି କ୍ରୀଡା ପ୍ରେମୀ ମାନଙ୍କର ସୁବିଧା ନିମନ୍ତେ କଳିଙ୍ଗ ଷ୍ଟାଡିୟମରେ…

ଲାଗୁ ହେଲା ପାସ୍ ବ୍ୟବସ୍ଥା : ଏଣିକି ଏସି ବସରେ ବି ମାଗଣାରେ ଯାତ୍ରା କରି ପାରିବେ ଛାତ୍ରଛାତ୍ରୀ

ସାଧାରଣ ବସମାନଙ୍କରେ ଷ୍ଟୁଡେଣ୍ଟ ପାସ ବ୍ୟବସ୍ଥା ଥିବାବେଳେ ଦିଲ୍ଲୀ ସରକାର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଡିଟିସିର ଏସି ବସରେ ମଧ୍ୟ ପାସ ବ୍ୟବସ୍ଥା ଲାଗୁ କରିଥିବା ନେଇ ସଡ଼କ ପରିବହନ ମନ୍ତ୍ରୀ କୈଳାଶ ଗହଲୋତ ଶନିବାର ସୂଚନା ଦେଇଛନ୍ତି । ଯାହାକୁ ନେଇ ଏକ ନୋଟିଫିକେଶନ ଜାରି କରାଯାଇଛି ।…