ଏଣିକି ଇ-ୱାଲେଟ ଜରିଆରେ ହେବ ଟିକେଟ୍ ବୁକିଂ ବ୍ୟବସ୍ଥା ! ଟ୍ରେନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ ଟଙ୍କା ।
ନୂଆ ନିୟମ ଆଣିଲା ଭାରତୀୟ ରେଳ ବିଭାଗ, ଏଣିକି ଟ୍ରେନ୍ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ ଟଙ୍କା। ଏଭଳି ନୀତି ଘୋଷଣା କରିଛି ଭାରତୀୟ ରେଳ ବିଭାଗ। ଯଦି କୌଣସି ଟ୍ରେନ ବାତିଲ ହୁଏ ତେବେ ଯାତ୍ରୀ ଟିକେଟ୍ ପାଇଁ ଦେଇଥିବା ଟଙ୍କା ଫେରସ୍ତ ପାଇବେ। ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଏଭଳି ଘୋଷଣା…