Daily Archives

July 26, 2018

‘ସୁଦର୍ଶନ’ଙ୍କୁ ଅପମାନ ! ନୀଳାଦ୍ରି ବିଜେ ସମୟରେ ସୁଦର୍ଶନଙ୍କୁ ତଳେ କଚାଡି ଦେଇଥିବା ଅଭିଯୋଗ, ବାଡଗ୍ରାହୀଙ୍କ…

କନକ ବ୍ୟୁରୋ : ନିଳାଦ୍ରୀ ବିଜେ ସମୟରେ ପହଣ୍ଡି ବେଳେ ଚକ୍ରରାଜ ସୁଦର୍ଶନକୁ ଫିଙ୍ଗିଦେଲେ ଦଇତାପତି ସେବାୟତ । ଏଭଳି ସଂଘାତିକ ଅଭିଯୋଗ ଆଣିଛନ୍ତି ସୁଦର୍ଶନଙ୍କ ବାଡଗ୍ରାହୀ ସେବାୟତ ନବକିଶୋର ପତି ମହାପାତ୍ର । ତାଙ୍କ କହିବା ଅନୁଯାୟୀ, ନୀଳାଦ୍ରି ବିଜେ ସମୟରେ ଦଇତାପତି ସେବାୟତ ମାନେ ଯେଉଁଭଳି…

କାର୍ଗିଲରେ ପାକିସ୍ତାନ ସହ ଲଢିଲାବେଳେ ପରିସ୍ରା ପିଇଥିଲେ ଭାରତୀୟ ସୈନ୍ୟ । ବିଜୟ ଦିବସରେ ଅବସରପ୍ରାପ୍ତ ଓଡିଆ ଯବାନ…

କନକ ବ୍ୟୁରୋ : ଆଜି ସାରା ଦେଶ ପାଳୁଛି ବିଜୟ ଦିବସ । ୧୯୯୯ ମସିହାରେ ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାର୍ଗିଲରେ ବିଜୟର ଧ୍ୱଜ ଉଡାଇଥିଲା ଭାରତ । ୫୦୦ରୁ ଉଦ୍ଧ୍ୱର୍ ଭାରତୀୟ ଜବାନ ଶହୀଦ ହୋଇଥିବା ବେଳେ ପାକିସ୍ତାନ ହରାଇଥିଲା ୪୦୦୦ରୁ ଅଧିକ ସୈନ୍ୟ । ପ୍ରତିକୂଳ ପରିସ୍ଥିତିରେ ଭାରତୀୟ…

ଅର୍ଦ୍ଧ ଶତାବ୍ଦୀର ଅନ୍ଧାରୀ ଜୀବନର ଅନ୍ତ ଘଟିଲା । ଲାଲଗଡକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁକୁ ଉଦଘାଟନ କଲେ…

କନକ ବ୍ୟୁରୋ : ଶେଷରେ ବର୍ଷ ବର୍ଷ ଧରି ପ୍ରତୀକ୍ଷାର ଅନ୍ତ ଘଟିଲା । ସମ୍ପର୍କର ସେତୁ ଗୁରୁପ୍ରିୟାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୧୫୧ ଗାଁ ଲୋକଙ୍କୁ ବିଚ୍ଛିନ୍ନ ରହି ବନ୍ଦୀ ଜୀବନ ବିତାଇବାକୁ ପଡିବନି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଚ୍ଛିନ୍ନାଚଂଳ ପାଇଁ ୧୦୦ କୋଟିର…

ପାକିସ୍ତାନକୁ ଚେତାବନୀ ଦେଲା ଭାରତୀୟ ଆର୍ମି ! କହିଲେ ଯେକୌଣସି ବି ପରିସ୍ଥିତି ଆସୁ ମୁକାବିଲା କରିବା ପାଇଁ ଆମେ…

ପାକିସ୍ତାନ ଭାରତ ସୀମା ମଧ୍ୟକୁ ପସି ସିଜ ଫାଏରିଂକୁ ଉଲଙ୍ଘନ କରି ଅନେକ ଭାରତୀୟ ସୈନ୍ୟଙ୍କ ଉପରକୁ ଗୁଳିମାଡ କରିଛି । ଅନେକ ଭାରତୀୟ ଯବାନ ମଧ୍ୟ ଏହି ଗୁଳି କାଣ୍ଡରେ ସହିଦ ହୋଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଉତ୍ତର ସୀମାର କମାଣ୍ଡୋ ଲେକ୍ଟିନେଟ ଜନରଲ ରଣବିର ସିଂହ ପାକିସ୍ତାନକୁ…

ଏଣିକି ହ୍ୟାକର୍ସ ହ୍ୟାକ କରିପାରିବେନି ୟୁଜର୍ସଙ୍କ ଡାଟା ! ଗୁଗୁଲ ଆଣିଛି “ଟାଇଟନ ସିକ୍ୟୁରିଟି” ବ୍ୟବସ୍ଥା, ଜାଣନ୍ତୁ…

ଦୁନିଆର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ନିଜ ୟୁଜର୍ସ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷପ ମାନ ଗ୍ରହଣ କରିଥାଏ । ଅନଲାଇନ ଏପରି ଏକ ମାର୍ଗ ଯେଉଁଠି ୟୁଜର୍ସମାନଙ୍କ ଡାଟା ଚୋରି ହେବାର ଅନେକ ଆଶଂକା ଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ ୟୁଜର୍ସ ମାନଙ୍କ ପାଇଁ…

ସୁଧୁରିବ କି ଭାରତ-ପାକିସ୍ତାନ ସମ୍ପର୍କ ? ଭାରତକୁ ଆହ୍ୱାନ କଲେ ପାକିସ୍ତାନର ନୂଆ ସୁଲତାନ ଇମ୍ରାନ ଖାନ୍

କନକ ବ୍ୟୁରୋ: ପାକିସ୍ତାନର ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଭାରତକୁ ଆହ୍ୱାନ । ପାକିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ଇମ୍ରାନ ଖାନ ଭାରତକୁ ଆହ୍ୱାନ ଦେଇଛନ୍ତି । ଦଳର ବିଜୟ ଏକ ପ୍ରକାର ସ୍ପଷ୍ଟ ହୋଇଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ମନକଥା କହିଛନ୍ତି ଇମ୍ରାନ । ସବୁଠାରୁ…