Daily Archives

July 26, 2018

ଫେଲମାରିଛି ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଯୋଜନା : ଇନ୍ଦିରାଆବାସ ଘରେ ଚାଲିଛି ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ…

କନକ ବ୍ୟୁରୋ : ରାଜ୍ୟ ସରକାର ପିଲାମାନେ କିପରି ଭାବରେ ଭଲ ପଢିବେ ସେନେଇ ଅନେକ ଯୋଜନା କରୁଛନ୍ତି । ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚମଧ୍ୟ କରୁଛନ୍ତି । ତେବେ ଅନେକ ସମୟରେ ଅଭିଯୋଗ ଆସିଛି ଯେ, ଏହି ଯୋଜନା ଅନେକ ସ୍ଥାନରେ ଫଳପ୍ରଦ ହୋଇ ପାରୁନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର…

ଚୀନର ଦାଦାଗିରି ! ମୋଟରସାଇକେଲ ଓ ଘୋଡାରେ ବସି ଭାରତୀୟ ସୀମାକୁ ଅନୁପ୍ରବେଶ କରୁଛନ୍ତି ଡ୍ରାଗନବାହିନୀ

ପୁଣିଥରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଛନ୍ତି ଡ୍ରାଗନବାହିନୀ । କିନ୍ତୁ ଚଳିତଥର ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ନୂଆ ରଣନୀତି ଆପଣାଇଛି ଚୀନ୍ । ମୋଟର ସାଇକେଲ ମାଧ୍ୟମରେ ଚୀନ୍ ସେନା ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଛନ୍ତି । ଚଳିତ ମାସରେ ଉତ୍ତରାଖଣ୍ଡର ବାରାହୋତି…

ଆସନ୍ତା କାଲି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ : ଜାଣନ୍ତୁ ଶ୍ରୀମନ୍ଦିରରେ କେଉଁ ସମୟରେ ମହାବାହୁଙ୍କ ନୀତିକାନ୍ତି କ’ଣ

କନକ ବ୍ୟୁରୋ: ଆସନ୍ତା କାଲି ଭାରତରେ ଦେଖାଯିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ । ତେବେ ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ କିଭଳି ରହିବ ନୀତିକାନ୍ତି ସେନେଇ ସ୍ୱତନ୍ତ୍ର ନିର୍ଘଣ୍ଟ ସମୟ ପ୍ରସ୍ତୁତ କରାଯାଇଛି । ଆସନ୍ତା କାଲି ଆଷାଢ଼ ପୂର୍ଣ୍ଣିମା, କେତୁଗ୍ରସ୍ତ ଆକାଶ ଗ୍ରାସ ଚନ୍ଦ୍ର ଗ୍ରହଣର…

ଯାତ୍ରୀମାନଙ୍କ ସୁବିଧା ଲାଗି ରେଲମନ୍ତ୍ରଣାଳୟର ନୂଆ ନିୟମ, ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ୨୦ ମିନିଟ ପୂର୍ବରୁ ମୋବାଇଲ…

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତର ରେଳରେ ସବୁଠାରୁ ଅଧିକ ଲୋକମାନେ ଯାତ୍ରା କରନ୍ତି । ତେବେ ସରକାରୀ ରିପୋର୍ଟ ଅନୁସାରେ ପ୍ରତ୍ୟେକ ଦିନ ପାଖାପାଖି ଅଢେଇ କୋଟିରୁ ଉଦ୍ଧ୍ୱର୍ ଲୋକ ରେଳ ଯାତ୍ରା କରିଥାଆନ୍ତି । ଏହାସହ ଭାରତର ରେଳ ଲାଇନକୁ ପୃଥୀବିର ଚାରି ପଟେ ଯଦି ଗୁଡାଇ ଦିଆଯିବ ତେବେ ତେବେ…

ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଲା ମରାଠା ସଂଘ : ଟ୍ରେନ ଓ ଗାଡିମଟର ଚଳାଚଳ ବାଧାପ୍ରାପ୍ତ, ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ…

କନକ ବ୍ୟୁରୋ : ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ମରାଠା ସଂଘ ସରକାରୀ ଚାକିରିରେ ସଂରକ୍ଷଣ ଦାବିରେ ଚାଲୁଛି ଆନ୍ଦୋଳନ । ପୁଣେଠାରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଟ୍ରେନ ଲାଇନ ଓ ରାଜପଥରେ ଧାରଣ ଦେବାରୁ ସେଠାରେ ଲୋକମାନେ ପ୍ରଭାବିତ ହେଉଥିବା ଜଣାପଡିଛି । ମୁମ୍ବାଇ-ପୁଣେ ରାସ୍ତାରେ ଗାଡି…

ଯନ୍ତ୍ରଣା କୋଳରେ ଜୀବନ : ରଙ୍ଗମଂଚରେ ଅଭିନୟ କରି ଦର୍ଶକଙ୍କୁ ହସାଉଥିହା ଯାତ୍ରା କଳାକାର ପ୍ରତାପ ଏବେ ରୋଗ…

କନକ ବ୍ୟୁରୋ : ପରିବାର ମୁହଁରେ ଆହାର ଦେଉଥିବା ମଣିଷ ଏବେ ପରିବାର ପାଇଁ ବୋଝ । ଅନ୍ଧାର ରାତିର ରଙ୍ଗମଂଚରେ ଲୋକଙ୍କୁ ହସାଉଥିବା କଳାକାର ଆଖିରେ ଭରି ଯାଇଛି ଲୁହ । ୩୦ ବର୍ଷ ଧରି ଅଭିନୟରେ ମଜି ରହିଥିବା ମଣିଷ ଏବେ ରୋଗଶଯ୍ୟାରେ । ଶିବାନୀ, ଧରିତ୍ରୀ, ନୀୟତି ଭଳି ନାମିଦାମୀ ଯାତ୍ରା…