ବ୍ୟାଙ୍କ ସମ୍ବନ୍ଧିତ ସମସ୍ୟାକୁ ନେଇ ଚିନ୍ତିତ କି ? ଜାଣନ୍ତୁ ସମସ୍ତ ବ୍ୟାଙ୍କର ହେଲପଲାଇନ୍ ନମ୍ବର ଏବଂ ୱେବସାଇଟ୍

125

 ଅଧିକାଂଶ କାମ ଏଭଳି ବି ଥାଏ ଯେଉଁଥି ପାଇଁ ବ୍ୟାଙ୍କ ଯିବାକୁ ଦରକାର ପଡିନଥାଏ ଯାହାକୁ କେବଳ ଫୋନ ବ୍ୟାଙ୍କିଂ କିମ୍ବା କୌଣସି ସାଇଟକୁ ଯାଇ ବି କରାଯାଇପାରିବ । ଯଦି ଆପଣ ବି ବ୍ୟାଙ୍କ ସମ୍ବନ୍ଧିତ କୌଣସି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାର ସମାଧାନ ନେଇ ଏକ ଉପାୟ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ ।  ଆମେ ଆପଣଙ୍କୁ ପ୍ରାୟତଃ ସମସ୍ତ ବ୍ୟାଙ୍କର ମୋବାଇଲ ନମ୍ବର ଏବଂ ୱେବସାଇଟ  ସଂପର୍କରେ ଜଣାଇବାକୁ ଯାଉଛୁ ଯାହାଦ୍ୱାରା ଆପଣ ଆପଣଙ୍କର ସମସ୍ୟାକୁ  ଫୋନ କିମ୍ବା ୱେବସାଇଟ ଜରିଆରେ ସମାଧାନ କରିପାରିବେ ।  ତେବେ ପଢନ୍ତୁ ସଂପୂର୍ଣ୍ଣ ଖବର ।

• ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ

ଟୋଲ ଫ୍ରି ନମ୍ବର- ୧୮୦୦୪୨୩୮୦୦

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଏସବିଆଇ ଡଟ୍ କୋ ଡଟ୍ ଇନ

• ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ

ଟୋଲ ଫ୍ରି ନମ୍ବର- ୧୮୦୦୨୨୨୨୪୪

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ୟୁନିୟନବ୍ୟାଙ୍କଅନଲାଇନ ଡଟ୍ କୋ ଡଟ୍ ଇନ

• ଆହ୍ଲାବାଦ ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୧୮୦୬୦୦୫

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆହ୍ଲାବାଦ ବ୍ୟାଙ୍କ ଡଟ୍ ଇନ

• ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ

ଟୋଲ ଫ୍ରି ନମ୍ବର- ୧୮୦୦୩୪୫୦୩୪୫

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ୟୁନାଇଟେଡବ୍ୟାଙ୍କଅଫଇଣ୍ଡିଆ ଡଟ୍ କମ୍

• ପଂଜାବ ନ୍ୟାସନାଲ ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୧୮୦୨୨୨୨,୧୮୦୦୧୦୩୨୨୨୨

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପିଏନବିଇଣ୍ଡିଆ ଡଟ୍ ଇନ

• ଇଣ୍ଡିଆନ ଓଭରସିଜ ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୪୨୫୪୪୪୫

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆଇଓବି ଡଟ୍ ଇନ

• ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ

ଟୋଲ ଫ୍ରି ନମ୍ବର- ୧୮୦୦୨୦୦୧୯୧୧

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ସେଂଟ୍ରାଲବ୍ୟାଙ୍କଅଫଇଣ୍ଡିଆ ଡଟ୍ କୋ ଡଟ୍ ଇନ

• କାନାରା ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୪୨୫୦୦୮

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ କାନାରାବ୍ୟାଙ୍କ ଡଟ୍ ଇନ

• ଆଇସିଆଇସିଆଇ ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୧୦୨୪୨୪୨

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆଇସିଆଇସିଆଇବ୍ୟାଙ୍କ ଡଟ୍ କମ

• ଏଚଡିଏଫସି ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୧୦୨୪୨୪୨

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଏଚଡିଏଫସିବ୍ୟାଙ୍କ ଡଟ୍ କୋ

• ଆକ୍ସିସ ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୨୦୯୫୫୭୭

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆକ୍ସିସବ୍ୟାଙ୍କ ଡଟ୍ କମ

• ଆନ୍ଧ୍ର ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୪୨୫୨୯୦୫

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆନ୍ଧ୍ରବ୍ୟାଙ୍କ ଡଟ୍ ଇନ

• ବ୍ୟାଙ୍କ ଅଫ ବରୋଦା

ଟୋଲ ଫ୍ରି ନମ୍ବର- ୧୮୦୦୨୨୩୩୪୪

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବ୍ୟାଙ୍କଅଫବରୋଦ ଡଟ୍ କମ

• ଇଣ୍ଡିଆନ ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୪୨୫୦୦୦୦୦

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଇଣ୍ଡିଆନବ୍ୟାଙ୍କ ଡଟ୍ ଇନ

• ଦେନା ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୨୨୫୮୮୫

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଦେନାବ୍ୟାଙ୍କ ଡଟ୍ କମ

• କୋଅପରେସନ ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୪୨୫୩୫୫୫

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ କୋର୍ପବ୍ୟାଙ୍କ ଡଟ୍ କମ

• ଆଇଡିବିଆଇ ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୨୦୦୧୯୪୭

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆଇଡିବିଆଇ ଡଟ୍ କମ

• କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୧୦୨୬୨୨

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ କୋଟାକ ଡଟ୍ କମ

• ସିଟି ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୧୦୨୪୨୪୨

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଅନଲାଇ ଡଟ୍ ସିଟିବ୍ୟାଙ୍କ ଡଟ୍ କୋ ଡଟ୍ ଇନ

• ୟସ୍ ବ୍ୟାଙ୍କ

ଟୋଲ ଫ୍ରି ନମ୍ବର- ୧୮୦୦୨୦୦୦

ୱେବସାଇଟ୍- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ୟସବ୍ୟାଙ୍କ ଡଟ୍ ଇନ

ସୌଜନ୍ୟ: ଜନସତ୍ତା