ହଲିଉଡ଼୍ ସିନେମା କରିନାହାନ୍ତି କିଙ୍ଗ୍ ଖାନ୍ ? ଶାହାରୁଖ ନିଜେ କହିଲେ ଏହାର କାରଣ . .
ଶାହାରୁଖ୍ ଖାନ୍ ଏବେ ନିଜ ଫିଲ୍ମ ଜିରୋର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ଆନନ୍ଦ ଏଲ୍ ରାଏଙ୍କ ଏହି ଫିଲ୍ମରେ ଶାହାରୁଖ୍ଙ୍କ ସହ ନଜର ଆସୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ଫିଲ୍ମର ସୁଟିଂ ସରିଥିବା ବେଳେ ଏବେ ରିଲିଜ୍ ଅପେକ୍ଷାରେ ରହିଛି ଫିଲ୍ମ । ତେବେ ଫିଲ୍ମ ସହିତ ଶାହାରୁଖ୍ ହଲିଉଡ୍ ଫିଲ୍ମ ନ କରିବା ପଛର କାରଣ ପାଇଁ ଏବେ ଚର୍ଚ୍ଚାରେ ଥିବା ଜଣା ପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp