ପୁଣି ଚର୍ଚ୍ଚାରେ ଲଭ୍ ବାର୍ଡ ବିରାଟ ଓ ଅନୁଷ୍କା !
ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ତଥା କେତେବେଳେ ବ୍ରେକଅପ୍ ଖବର ତ ପୁଣି କେତେବେଳେ ପ୍ୟାଚଅପ ଖବର ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଏହି ଲଭ୍ ବାର୍ଡ ବିରାଟ ଓ ଅନୁଷ୍କା ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ, ସୂଚନା ମିଳିଛି, ଦୁହେଁ ଏବେ ଲିଭ-ଇନ ରିଲେସନସିପରେ ରହିବାକୁ ଇଚ୍ଛା କରିଛନ୍ତି । ଆଉ ଏଥିପାଇଁ ଦୁହେଁ ନୂଆ ଘର ସନ୍ଧାନରେ ମଧ୍ୟ ଅଛନ୍ତି । ତେବେ ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।