ପାରଳାଖେମୁଣ୍ଡି ଲୁହଝଲ ଘାଟିରୁ ଓଲଟିପଡିଲା ଟ୍ରକ ! ୫ ମୃତ, ୧୦ ଗୁରୁତର

30

କନକ ବ୍ୟୁରୋ : ପାରଳାଖେମୁଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଘାଟିରୁ ଟ୍ରକ ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁମା ବ୍ଲକ ବାରତଡା ପଂଚାୟତ ଲୁହଝଲ ଘାଟିରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏହି ଇଟା ବୋଝେଇ ଟ୍ରକଟି ଘାଟିରୁ ଖସିପଡିଥିବା ଜଣାପଡିଛି ।