ଦିନକ ପରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାକୁ ଆଉ ମାତ୍ର ଦିନଟିଏ ବାକି । ସ୍ନାନ ପୂର୍ଣ୍ଣିମାରେ ବଡଠାକୁରଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଆଜି…

ଷ୍ଟାର ସନ୍ ବାବୁସାନଙ୍କ ସହ ସାକ୍ଷାତକାର

କେତେବେଳ ସେ ଖେଳନ୍ତି ଲୁଚକାଳି ଆଉ କେତେବେଳେ ରୋମିଓ – ଦ ଲଭର ବୟ ହୋଇ ବନି ଯାଇଛନ୍ତି ସଞ୍ଜନାଙ୍କ ସଞ୍ଜୁ । ଆଉ ଏବେ ଏହି ଜବରଦସ୍ତ ପ୍ରେମିକ, ଲଭ ମାଷ୍ଟର ହୋଇ ଆସି ପହଂଚିଛନ୍ତି ଲଭ୍ ଷ୍ଟେସନରେ । ତେବେ ବିର୍ତମାନ ଚିଟଫଣ୍ଡ ପ୍ରସଙ୍ଗରେ ବିବାଦୀୟ ହୋଇ ପଡିଛନ୍ତି ଓଲିଉଡର କିଛି ନାମୀଦାମୀ…

ଜମାଟଙ୍କା ଫେରିବା ଆଶାରେ ହଟହଟା ଜମାକାରୀ : ଚିହ୍ନଟ ପ୍ରକ୍ରିୟା ବେଳେ ଅଚେତ ହୋଇପଡିଲେ କ୍ଷତିଗ୍ରସ୍ତ

ଭଦ୍ରକ : ଜମାଟଙ୍କା ଫେରିବା ଆଶାରେ ଜମାକାରୀ ହଟହଟା । ଭଦ୍ରକ ଚାନ୍ଦବାଲିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜମାକାରୀ ଚିହ୍ନଟ ପ୍ରକ୍ରିୟା ବେଳେ ଅଚେତ ହୋଇ ପଡ଼ିଲେ ଜମାକାରୀ । ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇଥିବା ବେଳ ଅଚାନକ୍ ଚେତାଶୂନ୍ୟ ହୋଇଥିଲେ । ଚିଟଫଣ୍ଡ କଂପାନୀରେ…

ଗରିବ ହେଲେ ମଲ : ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହା ହୋଇଗଲେ ରୋଗୀ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଗଞ୍ଜାମ ପୋଲସରାରେ ଏକ ଅଭାବନୀୟ ଦୃଶ୍ୟ । ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ବୁହାହୋଇ ଗଲେ ରୋଗୀ । ପୋଲସରା ବ୍ଲକ କଳମ୍ବର ଜଣେ ୯୨ ବର୍ଷୀୟ ବୃଦ୍ଧ ବୁଦ୍ଧିଆ ସେଠୀଙ୍କୁ ଟ୍ରଲିରେ ବୋହି ହସ୍ପିଟାଲ ନେଲେ ପୁଅ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ…

ସିସୋର କମ୍ପାନୀ ଚିଟଫଣ୍ଡ ଠକେଇ ଅଭିଯୋଗ : କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସ୍ତ୍ରୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ…

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚିଟଫଣ୍ଡ ଠକେଇ ଅଭିଯୋଗରେ ସିସୋର କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସ୍ତ୍ରୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ ଜାମିନ ମିଳିଛି । ରାଉରକେଲା ଏସଡିଜେଏମ କୋର୍ଟ ତାଙ୍କୁ ମଧ୍ୟବର୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । ଗତ ୭ ତାରିଖ ଦିନ ଜ୍ୟୋତିରାଣୀଙ୍କୁ ପୁଲିସ…

ଶ୍ରେଷ୍ଠ ଜିଲ୍ଲାପାଳଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ମୟୁରଭଂଜ, ନବରଙ୍ଗପୁର ଏବଂ ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଶ୍ରେଷ୍ଠ ଜିଲ୍ଲାପାଳଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ସମ୍ମିଳନୀରେ ୩ ଟି ଜିଲ୍ଲାପାଳଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟ ସଂପାଦନ ପାଇଁ ମୟୁରଭଂଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ, ନବରଙ୍ଗପୁର…

ସାଇପ୍ରସାଦ ଗ୍ରୁପ ଅଫ୍ କଂପାନୀରେ ଠକେଇ ଅଭିଯୋଗ : ଓଡିଶାରୁ ୧୦୦ କୋଟି ଟଙ୍କା ହୋଇଛି ଠକେଇ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ସାଇପ୍ରସାଦ ଗ୍ରୁପ ଅଫ୍ କଂପାନୀରେ ଠକେଇ ଅଭିଯୋଗ । କ୍ରାଇମବ୍ରାଂଚ୍ ଇଓଡବ୍ଲୁରେ ଶହେ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଲେ ଜମାକରୀ । ଦେଶର ବିଭିନ୍ନ ରାଜ୍ୟରେ ଶାଖା ଥିବା ବେଳେ ଓଡିଶାରୁ ଶହେ କୋଟି ଠକେଇ ହୋଇଥିବା ଜମାକାରୀ ଅଭିଯୋଗ କରିଛନ୍ତି ।ଦେଶର…

କମିଶନରେଟ ପୁଲିସକୁ ସଫଳତା : ଟିଟୋ ଗ୍ୟାଙ୍ଗର ୫ ସଦସ୍ୟ ଗିରଫ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କମିଶନରେଟ ପୁଲିସକୁ ସଫଳତା । ଡକାୟତି ଉଦ୍ୟମ ବେଳେ ଟିଟୋ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ । ମର୍କତନଗର ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ୨ଟା ଭୁଜାଲି ଓ ୬ଟା ମୋବାଇଲ ଜବତ ହୋଇଥିବା…

ମଦ ବିରୋଧରେ ତେଜିଲେ ମହିଳା : ମଦ ମାଫିଆଙ୍କ ଆକ୍ରମଣରେ ୪ ମହିଳା ଗୁରୁତର

ବାଲେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ବାଲେଶ୍ୱର ସୋର ସାଧୁଆପଡାରେ ମଦଭାଟିକୁ ବିରୋଧ ବେଳେ ଅଭାବନୀୟ ଘଟଣା । ସାଧୁଆପଡାରେ ମଦ ବିରୋଧୀ ରାଲି ବେଳେ ମଦ ମାଫିଆ ଓ ମହିଳା ମୁହାଁମୁହିଁ ହୋଇଛନ୍ତି । ମଦ ମାଫିଆଙ୍କ ଆକ୍ରମଣରେ ୪ ମହିଳା ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୋର ଡାକ୍ତରଖାନାରେ ଭର୍ତି…

ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପୁରସ୍କୃତ ହେବେ ରାଜ୍ୟର ଶ୍ରେଷ୍ଠ ଜିଲ୍ଳା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ସରକାରୀ ଯୋଜନା କାର୍ଯ୍ୟାକାରୀ କରୁଥିବା ଶ୍ରେଷ୍ଠ ଜିଲ୍ଲାଗୁଡିକୁ ପୃରସ୍କୃତ କରିବା ପାଇଁ ଘୋଷଣା କରିଛନ୍ତି ନବୀନ । ପକ୍କାଘର ଯୋଜନା କାର୍ଯ୍ୟକାରୀ କରୁଥିବା ଶ୍ରେଷ୍ଠ ଜିଲ୍ଲାକୁ ୧…