ଆନ୍ଦୋଳନରୁ ଓହରିଲା କୋଣାର୍କ ସୁରକ୍ଷା ସମିତି

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : କୋଣାର୍କ ସୂର୍ଯ୍ୟମନ୍ଦିର ବର୍ଦ୍ଧିତ ପ୍ରବେଶ ଶୁଳ୍କ ପୁନଃ ପ୍ରତିବାଦରେ ଚାଲୁଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । କୋଣାର୍କ ସୁରକ୍ଷା ସମିତିର ଆନ୍ଦୋଳନ ୧୫ ଦିନ ପାଇଁ ସ୍ଥଗିତ ରହିଛି । ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନେଇଛି କୋଣାର୍କ…

ବକ୍ସି ଜଗବନ୍ଧୁ

ସୁପରଷ୍ଟାର ଅନୁଭବଙ୍କ ଏକ ଭିନ୍ନ ସ୍ୱାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି । ଯାହାର ନା ରହିଛି ବକ୍ସି ଜଗବନ୍ଧୁ । ଫିଲ୍ମରେ ଓଡିଶାର ସଂସ୍କୃତି, କଳା, ପରମ୍ପରା ଐତିହ୍ୟ ଓ ବିଜୟଗାଥା ଦେଖିବାକୁ ମିଳିବ । ତେବେ ଫିଲ୍ମର ସ୍କ୍ରିନ୍ ପ୍ଲେ ଓ ଷ୍ଟାର ମାନଙ୍କ ଲୁକ୍ ଉପରେ ବିଶେଷ ଧ୍ୟାନ…

ମହିଳା କମିଶନଙ୍କୁ ଭିଆଇପି କମିଶନ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇନ୍ଦୁଲତା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହିଳା କମିଶନଙ୍କ ତଦନ୍ତରେ ଅସନ୍ତୁଷ୍ଟ ତାରାଦତ୍ତଙ୍କ ପତ୍ନୀ ଇନ୍ଦୁଲତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଆଣିଥିବା ଅଭିଯୋଗର ଠିକ୍ ଭାବେ ତଦନ୍ତ ହେଉନଥିବା ସେ ଚିଠିରେ ଲେଖିଛନ୍ତି । ଏପରିକି ଜଏଂଟ ମିଟିଂବେଳେ ତାରାଦତଙ୍କୁ ଭିଆଇପି…

ବର୍ଷାଙ୍କ ନୂଆ ପ୍ରେମ

ଓଲିଉଡ ସୁନ୍ଦରୀ ନାୟିକା ବର୍ଷା ପ୍ରିୟଦର୍ଶିନୀ ଏବେ ତାଙ୍କ ନୂଆ ପ୍ରେମକୁ ନେଇ ଚର୍ଚ୍ଚାରେ  । ଚର୍ଚ୍ଚା କିନ୍ତୁ ଏହା ରିୟଲ୍ ଲାଇଫ ନୁହେଁ ରିଲ୍ ଲାଇଫ ପ୍ରେମକୁ ନେଇ  । ନିକଟରେ ଆସୁଛି ବର୍ଷାଙ୍କ ଅପ୍ କମିଙ୍ଗ ମୁଭି “ଲଭ୍ ୟୁ ସଲମାନ୍” । ଫଲ୍ମର କହାଣୀ ଆଧାରିତ ହୋଇଛି ଏକ ଯୁବତୀ ଉପରେ ଯିଏ…

ରାଧାରାଣୀଙ୍କ ଅକୁହା କଥା

ରାଜନୀତିରେ ମହିଳାମାନେ କେତେ ସୁରକ୍ଷିତ? ଅନ୍ୟ ନେତାମାନେ ରାଜନୀତିକୁ ଆସୁଥିବା ମହିଳାଙ୍କୁ କେଉଁ ଦୃଷ୍ଟିରେ ଦେଖନ୍ତି । ଏଭଳି ଏକ ପ୍ରଶ୍ନର ଉତର ଦେଇଛନ୍ତି ବିଜେପି ବିଧାୟିକା ରାଧାରାଣୀ ପଣ୍ଡା । ରାଧାରାଣୀ କହିଛନ୍ତି ସେ ଯେତେବେଳେ ଯୁବାବସ୍ତାରେ ରାଜନୀତିରେ ଯୋଗ ଦେଇଥିଲେ ସେତେବେଳେ ଅନେକ…

ଚାଲିଛି ଟିମନ୍ ସାମ୍ରାଜ୍ୟ ଉଚ୍ଛେଦ ପ୍ରକ୍ରିୟା : ଘଟଣାସ୍ଥଳରେ ୬ ପ୍ଲାଟୁନ ପୁଲିସ ଫୋର୍ସ

ବଲାଙ୍ଗୀର : ବଲାଙ୍ଗୀର ଡନ୍  ଟିମନର ସରକାରୀ ଜମି ଉପରେ ନିର୍ମାଣ କରିଥିବା ବେଆଇନ ଘରକୁ ଆଜି ବି ଉଚ୍ଚେଦ କରୁଛି ପ୍ରଶାସନ ।  ଗତକାଲି ଜେସିବି ମେସିନ ଲଗାଇ ଗ୍ୟାରେଜ୍ ସହ ଆଠଟି ଘର ଭଂଗା ଯାଇଥିଲା । ଆଜି ଦ୍ୱିତୀୟ ଦିନରେ ୫ଟି ବଡକୋଠା ଭଂଗାଯିବାକୁ ସ୍ଥିର ହୋଇଛି । ମାଜିଷ୍ଟେଟ୍ ଓ…

ଉପକୂଳ ସୁରକ୍ଷା ବଢାଇବା ପାଇଁ ଅସ୍ତରଙ୍ଗରେ ଉଦଘାଟିତ ହେଲା ମେରାଇନ୍ ଥାନା

ଅସ୍ତରଙ୍ଗ : ଉପକୂଳ ସୁରକ୍ଷା ବଢାଇବା ପାଇଁ ଅସ୍ତରଙ୍ଗରେ ଉଦଘାଟିତ ହୋଇଛି ମେରାଇନ୍ ଥାନା । ନୂଆଗଡଠାରେ ୭୭ଲକ୍ଷ ଟଂକା ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ଏହି ଅବସରରେ କେନ୍ଦ୍ରାଂଚଳ ଆଇଜି ଆରପି କୋଚେଙ୍କ ସହ ପୁରି ଏସପି ସାର୍ଥକ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ । ଉଦଘାଟନ ପରେ…

ଅନ୍ଧବିଶ୍ୱାସର ଅନ୍ଧାରଗଳି : ରୋଗରୁ ମୁକ୍ତି ପାଇଁ ହାତ କାଟି ଶ୍ମଶାନରେ ଗୁହାରି ପଡିଲେ ବିଜ୍ଞାନ ଛାତ୍ର

ନୟାଗଡ : ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ବି ଏପରି ଘଟଣା ଘଟୁଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । ନୟାଗଡ଼ ଇକିରି ପଂଚାୟତରେ ଏଭଳି ଏକ ଘଟଣା ସାରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଅର୍ଥ ଅଭାବରୁ ଚିକିତ୍ସା ହୋଇ ନପାରିବାରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ ନିଜ ହାତ କାଟି ଶ୍ମଶାନରେ ଗୁହାରିଆ…

ଓଡିଶା ହାଇକୋର୍ଟର ହୀରକ ଜୟନ୍ତୀ : ଉତ୍ସବରେ ଯୋଗଦେଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ହାଇକୋର୍ଟର ହୀରକ ଜୟନ୍ତୀ ଉତ୍ସବ । ହାଇକୋର୍ଟ ପ୍ରତିଷ୍ଠାର ୧୦୦ ବର୍ଷ ପୂର୍ତି ଅବସରରେ ପାଳିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଏହି ଶତବାର୍ଷିକି ଉତ୍ସବ ପାଳନ କରାଯାଉଥିବାବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି…

ପୁଲିସ ସାଜିଲା ଚୋର : ଲୁଟ୍ ଉଦ୍ୟମ ଅଭିଯୋଗରେ ଅବକାରୀ ବିଭାଗର ୪ ଠିକା କନେଷ୍ଟବଳ ଅଟକ

ନୟାଗଡ : ଅବକାରୀ ବିଭାଗ ଠିକା କର୍ମଚାରୀଙ୍କ ଠକେଇ । ମିଥ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ହାଇରାଣ ହରକତ କରିବା ଓ ସାଙ୍ଗରେ ଥିବା ନୂଆ କାରଟିକୁ ଲୁଟ୍ କରିବା ଉଦେଶ୍ୟରେ ମାରପିଟ କରିବା ଅଭିଯୋଗରେ ୪ କନେଷ୍ଟବଳଙ୍କୁ ଅଟକ ରଖିଛି ନୟାଗଡ ପୋଲିସ । କୃଷ୍ଣ ପରିଡା, ପ୍ରକାଶ ମଲ୍ଲିକ,…