ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ପ୍ରତିବାଦ : ନବନିର୍ମାଣ କୃଷକ ସଙ୍ଗଠନର ଧାରଣା

କଟକ : ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ପ୍ରତିବାଦ। ନବନିର୍ମାଣ କୃଷକ ସଙ୍ଗଠନର ଧାରଣା। ମୁହଁରେ କଳାପଟି ବାନ୍ଧି ପ୍ରତିବାଦ। କଟକ ପୁଲିସ୍ ମୁଖ୍ୟାଳୟ ସାମ୍ନାରେ ମୈାନବ୍ରତ ଓ ଧାରଣା। ଦକ୍ଷିଣାଂଚଳ ଆଇଜି ଓ ଏସପିଙ୍କ ବହିଷ୍କାର ଦାବି।

ମୋତିଲାଲ ଗୌଡଙ୍କ ସହ ସଂପୃକ୍ତ ନେତା ମନ୍ତ୍ରୀଙ୍କୁ ବାନ୍ଧିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜାଲ ବିଜ୍ଞପ୍ତି ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା, କୋଟି କୋଟି ଟଙ୍କା ହଡପ କରିଥିବା ଡାକ୍ତର ମୋତିଲାଲ ଗୌଡଙ୍କ ସହ ସଂପୃକ୍ତ ନେତା ଓ ମନ୍ତ୍ରୀଙ୍କ ଗିରଫ ଦାବି କରିଛି କଂଗ୍ରେସ । ୭୨ ଘଂଟା ମଧ୍ୟରେ ମୋତିଲାଲଙ୍କ ସହ ସଂପର୍କ ରଖିଥିବା ନେତାମାନଙ୍କୁ ଗିରଫ…

ଗୁମୁଡୁମାହାର ସତକାହାଣୀ

ପୁଲିସ୍ କହୁଛି ଗୁଳିବିନିମୟ । ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ଏକ ପାଖ ଗୁଳିମାଡ । ଯଦିଓ ସତ କଣ ସମସ୍ତଙ୍କୁ ଜଣା ଅଛି , ତେବେ ବଦନାମ ଭୟରେ ସରକାର କନ୍ଧମାଳ ଗୁଳିକାଣ୍ଡ ଘଟଣା ଉପରେ ପରଦା ଢାଙ୍କିଦେବାକୁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି । ଗୁମୁଡୁମାହାରେ ଗୁଳି ଫୁଟିବା ପରେ କେମିତିଥିଲା…

ବାହୁଡା ଯାତ୍ରା ବେଳେ ବ୍ୟାରିକେଡ ଭାଙ୍ଗି ପଶିଲେ ଭକ୍ତ : ବଳଭଦ୍ରଙ୍କୁ ଛୁଇଁବାକୁ ଉଦ୍ୟମ ବେଳେ ୩ ଅଟକ

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଆଜି ପବିତ୍ର ବାହୁଡା ଯାତ୍ରା। ଭିଡ ନିୟନ୍ତ୍ରଣ ରୋକିବାରେ ବିଫଳ ହୋଇଛି ପୁଲିସ। ପହଣ୍ଡି ବିଜେ ବେଳେ ବ୍ୟାରିକେଡ ଭାଙ୍ଗି ବଳଭଦ୍ରଙ୍କୁ ଛୁଇଁବାକୁ ଉଦ୍ୟମ କରିିଥିଲେ ଭକ୍ତ। ଶ୍ରୀମନ୍ଦିର ପ୍ରଶାସନ ୩ ଜଣଙ୍କୁ ଅଟକ ରଖିଛି। ପହଣ୍ଡି ବିଜେ ବେଳେ ବଳଭଦ୍ରଙ୍କ ଦର୍ଶନ…

ଏକ ସଫଳତାର କାହାଣୀ ଦୂତି ଚାନ୍ଦ : ବିରଜାକ୍ଷେତ୍ର ରୁ ବ୍ରାଜିଲ

ଏକ ସଫଳତାର କାହାଣୀ , ଯଦି ଜଣେ ଅହରହ ସଂଘର୍ଷ କରୁ ନଥାନ୍ତା ତାହେଲେ ଏ ସଫଳତା ମିଳିବା କଷ୍ଟକର, ଏବଂ ରିଓ ଅଲିମ୍ପିକ୍ସ ର ଟିକେଟ୍ ମଧ୍ୟ ତାଙ୍କୁ ମିଳିବା କଷ୍ଟକର ହୋଇଥାନ୍ତା । ଏହି ବ୍ୟକ୍ତିତ୍ୱ ଜଣକ ହେଉଛନ୍ତ ଦୂତି ଚାନ୍ଦ । ଓଡିଶା କ୍ରୀଡା ଇତିହାସରେ ସେ ଏକ ନୂଆ ଅଧ୍ୟାୟ ଯୋଡିଛନ୍ତି ।…

ରସଗୋଲା କାହାର : ମୁହାଁମୁହିଁ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରସଗୋଲା କାହାର । ପଶ୍ଚିମବଙ୍ଗ ର ନା ଓଡିଶାର । ଏହି ବିବାଦକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ସରକାର ମୁହାଁମୁହିଁ । ହେଲେ ବିବାଦର ଅଙ୍କ ଛିଣ୍ଡିବାରେ ଲାଗୁନି, କିନ୍ତୁ ରସଗୋଲା କମିଟି ପକ୍ଷରୁ ସରକାର ତଥା ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଏକ ବଳିଷ୍ଠ ପ୍ରମାଣ…

ସଂଗିନ୍ ହେଉଛି ଡେଙ୍ଗୁ ସ୍ଥିତି : ଏସସିବିରେ ୧୦୨ରେ ପହଂଚିଲା ରୋଗୀ ସଂଖ୍ୟା

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଏସସିବିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୨କୁ ଛୁଇଁଛି । ଏବେସୁଦ୍ଧା ଡେଙ୍ଗୁରେ ୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏଥି ମଧ୍ୟରେ ୪୭ ଜଣ କଟକର ହୋଇଥିବା ଜଣାପଡିଛି। ସେପଟେ ଆଜି ଡେଙ୍ଗୁ ସ୍ଥିତି ନେଇ ଜଗତପୁର…

ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଶ୍ରୀଜିଉ : ଶରଧାବାଲିରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ଚାଲିଛି ଶ୍ରୀଜିଉଙ୍କ ନୀତି । ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବାରେ ଲାଗିଛି । ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଶ୍ରୀଜିଉ ।

ଓସ୍କାର ଓଲିଉଡ୍ ଲିଙ୍କ୍ : ପପୁ ପମ୍ ପମ୍ ଓ ଉତମ ମହାନ୍ତିଙ୍କ ସମେତ ୫ଜଣଙ୍କୁ କ୍ରାଇମବ୍ରାଂଚର ନୋଟିସ୍

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ମାମଲାରେ ଓଲିଉଡ ଲିଙ୍କ ନେଇ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ପକ୍ଷରୁ ଦୁଇ ଜଣ ଅଭିନେତା ଓ ୩ ଅଭିନେତ୍ରୀଙ୍କୁ ନୋଟିସ ଜାରି କରାଯାଇଛି । ସେମାନେ ହେଲେ ଅଭିନେତା ଉତମ ମହାନ୍ତି, ହାସ୍ୟ ଅଭିନେତା ପପୁ…