ସିଏମସି ବୈଠକରେ ଗଣ୍ଡଗୋଳ ଘଟଣା : ୪ କଂଗ୍ରେସ କର୍ପୋରେଟରଙ୍କୁ ପୁଲିସର ନୋଟିସ

25

କଟକ ବ୍ୟୁରୋ, କନକ ନ୍ୟୁଜ୍ : ସିଏମସି ବୈଠକରେ ଗଣ୍ଡଗୋଳ ଘଟଣାରେ ୪ କଂଗ୍ରେସ କର୍ପୋରେଟରଙ୍କୁ ନୋଟିସ ଜାରି କରିଛି ପୁଲିସ୍ । ବିଜେଡି କର୍ମୀଙ୍କ ଅଭିଯୋଗ ଅଧାରରେ ଗିରିବାଳା ବେହେରା, ଅନୀତା ନାୟକ, ଅରୁଣ ସେଠୀ, ସେକ୍ ସମିମ ଉଲ୍ଲାଙ୍କୁ ନୋଟିସ ଜାରି ହୋଇଛି । ନୋଟିସରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ୭ ଦିନ ଭିତରେ ପକ୍ଷ ରଖିବାକୁ କୁହାଯାଇଛି। ତେବେ ଏହା ପୂର୍ବରୁ ବିଜେଡିର ୬ ଜଣ କର୍ପୋରେଟରଙ୍କୁ ନୋଟିସ ଜାରି ହୋଇଥିଲା ।