ନୟାଗଡ : ଦଶପଲ୍ଲାରେ ନିର୍ବାଚନୀ ହିଂସା, ସମିତି ସଭ୍ୟା ପ୍ରାର୍ଥୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

29

କନକ ବ୍ୟୁରୋ : ନୟାଗଡରେ ନିର୍ବାଚନୀ ହିଂସା । ସମିତି ସଭ୍ୟାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଦଶପଲ୍ଲା ଶିମିଳି ସାହିରେ ରାଜନୈତିକ ହିଂସାକାଣ୍ଡରୁ ସମିତି ସଭ୍ୟା ପ୍ରାର୍ଥୀ ଗୋଲାପ ପ୍ରଧାନଙ୍କ ୧୦ ବଖରା ଘରେ କିଏ ନିଆଁ ଲଗାଦେଇଛନ୍ତି । ରାଜନୈତକ ଶତ୍ରୁତା କାରଣରୁ ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି ।