ରାୟଗଡା : ବିଷମକଟକ ବ୍ଲକ କୁରଲି ପଂଚାୟତର ରଣାଙ୍ଗ ଗାଁରେ ବୁଥ ଜବରଦଖଲ

19

କନକ ବ୍ୟୁରୋ : ରାୟଗଡା ବିଷମକଟକ ବ୍ଲକ କୁରଲି ପଂଚାୟତର ରଣାଙ୍ଗ ଗାଁରେ ଥିବା ୬ ନମ୍ବର ବୁଥରେ ଜବରଦଖଲ । ୧୫ରୁ ଅଧିକ ଦୁବୃତ୍ତ ଆସି ବୁଥରେ ଜୋରଜବରଦସ୍ତ ପଶି ବୁଥକୁ ଜବରଦଖଲ କରିଥିଲେ । ପ୍ରିଜାଇଡିଂ ଓ ପୁଲିସ ଅଫିସରକୁ ବୁଥରୁ ବାହାର କରିଦେଇଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପୁଲିସ ଘଟଣା ସ୍ଥଳରେ ପହଚିଂ ପରିସ୍ଥିତିକୁ ଆୟତ କରିଛି । ଆଜି ପାଇଁ ଏହି ବୁଥରେ ନିର୍ବାଚନ ସ୍ଥଗିତ ରହିଛି ।