ଲାଲବାହିନୀକୁ ଶକ୍ତ ଧକ୍କା : ମାଲକାନଗିରି ସୀମାନ୍ତରେ ଏନକାଉଂଟର

27

ମାଲକାନଗିରି : ଲାଲବାହିନୀକୁ ଶକ୍ତ ଧକ୍କା। ମାଲକାନଗିରି ସୀମାନ୍ତରେ ଏନକାଉଁଟର। ଛତିଶଗଡ ବସ୍ତର ଜିଲ୍ଲା ତୁନ୍ଦେର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପୁଲସ ଗୁଳିରେ ଜଣେ ମାଓବାଦୀର ମୃତ ହୋଇଛି। ଏହାସହ ୨ଟା ୩୧୫ ରାଇଫଲ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ଏନେଇ ବସ୍ତର ପୁଲିସ ସୂଚନା ଦେଇଛି।