କ୍ୟାବିନେଟ ବୈଠକ ଶେଷ : ବୈଠକ ପରେ ମୂଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ

27

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ନେଇ କ୍ୟାବିନେଟ ବୈଠକ ଶେଷ । ବୈଠକ ପରେ ମୂଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ସରକାରଙ୍କ ନିଷ୍ପତିକୁ କ୍ୟାବିନେଟରେ ସହମତି ମିଳିଛି । ମହାନଦୀ ପ୍ରସଙ୍ଗରେ ଆମେ ସମସ୍ତ ବିକଳ୍ପ ଖୋଲା ରଖିଛୁ ବୋଲି କହିଲେ ମୁଖ୍ୟ ଶାସନ ସଚିବ। ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ଆମେ ଲଢେଇ କରିବୁ। ୭ରୁ ୧୦ ଦିନ ମଧ୍ୟରେ ଆଗାମୀ ପଦକ୍ଷେପ ନେଇ ଯୋଜନା ପ୍ରସ୍ତୁତ ହେବ । ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।