IOCL ଆଣିଲା ନିଯୁକ୍ତି ସୁଯୋଗ ! ମାସିକ ଦରମା ୪୦,୦୦୦ ଟଙ୍କା, ଜାଣନ୍ତୁ କିଭଳି କରିବେ ଆବେଦନ ।

61

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ୍) ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଶିଶୁ ରୋଗ ବିଶେଷଜ୍ଞ ଏବଂ ମନୋବୈଜ୍ଞାନିକ କାଉଁସେଲର ପଦ ପାଇଁ ବିଜ୍ଞପ୍ତି ବାହାରିଛି । ତେବେ ଯଦି ଆପଣ ଏଥି ପାଇଁ ଆବେଦନ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ସୂଚନାକୁ ଭଲ ଭାବେ ପଢନ୍ତୁ ।

ପଦର ନାମ – ମନୋଚିକିତ୍ସକ, ଶିଶୁ ରୋଗ ବିଶେଷଜ୍ଞ ଏବଂ ମନୋବୈଜ୍ଞାନିକ କାଉଁସେଲର ।

ପଦ ସଂଖ୍ୟା –

ଯୋଗ୍ୟତା – ଆଶାୟୀମାନଙ୍କ ପାଖରେ ଗ୍ରାଜୁଏଟ୍, ଡିପ୍ଲୋମା ଏବଂ ଏମ୍.ଡି ଡିଗ୍ରି ରହିଥିବା ଆବଶ୍ୟକ ।

ବୟସ – ଆଶାୟୀମାନଙ୍କ ବୟସସୀମା ଆଇଓସିଏଲ ନିୟମ ଆଧାରରେ ଗ୍ରହଣ କରାଯିବ ।

ଚୟନ ପ୍ରକ୍ରିୟା – ଇଣ୍ଟରଭ୍ୟୁ ଆଧାରରେ ଆଶାୟୀମାନଙ୍କର ଚୟନ କରାଯିବ ।

ଦରମା – ୧୨୫୦୦ ରୁ ୪୦୦୦୦ ଟଙ୍କା ।

ଜବ୍ ଲୋକେସନ୍ – ପଶ୍ଚିମବଙ୍ଗ

ଇଣ୍ଟରଭ୍ୟୁ ତାରିଖ – ୯ ଅକ୍ଟୋବର ୨୦୧୮

ଆବେଦନ ଶୁଳ୍କ – କୌଣସି ପ୍ରକାର ଆହେଦନ ଶୁଳ୍କ ନାହିଁ ।

ଆବେଦନ ପ୍ରକ୍ରିୟା – ଇଚ୍ଛୁକ ଆଶାୟୀମାନେ ନିଜର ଅରିଜିନାଲ୍ ଡକ୍ୟୁମେଣ୍ଟ ସହ ତଳେ ଦିଆଯାଇଥିବା ଠିକଣାକୁ ଯାଆନ୍ତୁ ।

ଠିକଣା – ଆଇଓସିଏଲ୍, ହଲଦିଆ ରିଫାଇନାରି ଗେଷ୍ଟ ହାଉସ୍, ଜିଲ୍ଲା – ପୁରବା ମିଦନାପୁର, ପଶ୍ଚିମବଙ୍ଗ-୭୨୧୬୦୭ ।