କ୍ୟାସଲେସ୍ ଟ୍ରାନଜାକ୍ସନ ଦିଗରେ ଓଡିଶାର ଖୁଚୁରା ବଜାର : ଗୁପଚୁପ୍ ଦୋକାନରେ ପେଟିଏମ ଦ୍ୱାରା ପେମେଂଟ

19

କନକ ବ୍ୟୁରୋ : ଆପଣ ଗୁପଚୁପ ଖାଇବା ପାଇଁ ଚାହୁଛନ୍ତି କି? ଗୁପଚୁପ ପାଇଁ ଯଦି ଆପଣଙ୍କ ପାଖରେ ଖୁଚୁରା ଟଙ୍କା ନାହିଁ । ସେଥିପାଇଁ ବ୍ୟସ୍ତ ହେବାର ନାହିଁ । ରାଜଧାନୀ ଭୁବନେଶ୍ୱରରେ ଆସିଛି ନୂଆ ଟ୍ରେଣ୍ଡ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ ବଡ଼ ବ୍ୟବସାୟୀଙ୍କ ଭଳି ଏବେ ଗୁପଚୁପ ବ୍ୟବସାୟୀ ଆପଣେଇଛନ୍ତି ନୂଆ ଫର୍ମୁଲା ।

ଦେଖନ୍ତୁ ଏହି ଭିଡିଓ –