ମାର୍ଶଲ ଆର୍ଟ ପଞ୍ଚିଂରେ ଗିନିଜ ବୁକରେ ରେକର୍ଡ କଲେ ଓଡିଆ ପୁଅ ! ଗୋଟିଏ ମିନିଟରେ ୩୯୮ ମୁଥ ମାରିଲେ କଳାହାଣ୍ଡିର ସତ୍ୟପୀର
କନକ ବ୍ୟୁରୋ : ମାର୍ଶଲ ଆର୍ଟ ପଞ୍ଚିଙ୍ଗରେ ଗିନିଜ ବୁକ୍ ରେକର୍ଡ଼ କଲେ ଓଡ଼ିଆ ପୁଅ ସତ୍ୟପୀର ପ୍ରଧାନ । ଗୋଟିଏ ମିନିଟରେ ୩୯୮ ଥର ମୁଥ ମାରି ରେକର୍ଡ କରିଛନ୍ତି କଳାହାଣ୍ଡି ଭବାନୀପାଟଣାର ସତ୍ୟପୀର । ପୂର୍ବରୁ ଗୋଟିଏ ମିନିଟରେ ୩୭୭ ଥର ପଞ୍ଚିଙ୍ଗ କରିଥିଲେ ମହମ୍ମଦ ରସିଦ । ହାଇଟେକର ମେଡ଼ିକାଲ କ୍ୟାମ୍ପସରେ ଚାଲିଥିଲା ପ୍ରତିଯୋଗୀତା । ତେବେ ସତ୍ୟପୀରଙ୍କ ଭିଡିଓ କ୍ଲିପିଂକୁ ଯାଂଚ କରି ବିଜେତା ଘୋଷଣା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp