କନକ ବ୍ୟୁରୋ : ଆପଣଙ୍କ ସୁନା ସୁରକ୍ଷିତ ରହିବ । ସଂଶୋଧିତ ଆୟକର ଆଇନ ଆସୁଥିବା ବେଳେ ଏନେଇ କେନ୍ଦ୍ର ଅର୍ଥ ବିଭାଗ ଓ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ ସୂଚନା ଦେଇଛି । ଯଦି ଆପଣ ଘୋଷିତ ଆୟ ଅନୁସାରେ ସୁନା କିଣିଛନ୍ତି ତେବେ ସେହି ସୁନା ଉପରେ ଆପଣଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ –