ଘରୁ ଗୋଡ କାଢିଲେ କାଳି, ଘରେ ରହିଲେ ଟମାଟୋ ମାଡ : ମହାପ୍ରଭୁଙ୍କୁ ବିଦ୍ରୁପ କରି ହଟହଟା ହେଉଛନ୍ତି ପପୁ ପମ୍ ପମ୍

36

କନକ ବ୍ୟୁରୋ : କାଲି କାଳି ଆଜି ଟମାଟୋ । ଓଲିଉଡ୍ କମେଡି କିଙ୍ଗଙ୍କୁ ଆଜି ହୋଇଛି ଟମାଟୋ ମାଡ । ଜଗନ୍ନାଥଙ୍କ ନାଁରେ ବିବାଦୀୟ ବୟାନ ପାଇଁ ପପୁଙ୍କ ଘରକୁ ହିନ୍ଦୁ ସେନା କରିଛି ଟମାଟୋ ବର୍ଷା । ପପୁ ପମ୍ ପମ୍ ପୁରୀ ଯାଇ ଶ୍ରୀମନ୍ଦିରରେ କ୍ଷମା ମାଗିବାକୁ ଦାବି ହୋଇଛି । ନଚେତ୍ ଆଗକୁ ଫିଲ୍ମ ରିଲିଜ୍ ବେଳେ ପରିସ୍ଥିତି ଭୟାନକ ହେବ ବୋଲି ଚେତାଇ ଦେଇଛି ହିନ୍ଦୁ ସେନା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –