ଭୁବନେଶ୍ୱର : ଗତରାତିରେ ପାତ୍ରପଡାରେ ଗୁଳିକାଣ୍ଡ, ଜଣେ ଗୁରୁତର

24

କନକ ବ୍ୟୁରୋ : ଭୁବନେଶ୍ୱର ପାତ୍ରପଡାରେ ଗତ ରାତିରେ ଗୁଳିକାଣ୍ଡ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଛନ୍ତି । ଏହି ଗୁଳିକାଣ୍ଡରେ ସତ୍ୟଜିତ ନାମକ ଜାଣ ଯୁବକ ଆହତ ହୋଇଛନ୍ତି ।