କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ନିଆଁ ଲାଗି ଜଳିଯାଇଛି ଶହ ଶହ ଜଙ୍ଗଲ ଜମି ପଟ୍ଟା । ୨ଟି ଦମକଳ ଗାଡ଼ି ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ନିଆଁ ଦେଖି ବାହାରକୁ ଚାଲିଆସିଥିଲେ ସବୁ କର୍ମଚାରୀ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଖନ୍ତୁ ଏହି ଭିଡିଓ –