ହାତୀ ପାଇଁ ଲଢୁଥିବା ଦିୟା ମିର୍ଜା ଦେଖାଇଲେ ଦରଦ : ଆଠଗଡରେ ହାତୀ ମଣିଷ ଲଢେଇର ଭିଡିଓ ଟ୍ୱିଟ୍ କରି ନବୀନଙ୍କୁ କଲେ ଟ୍ୟାଗ୍

22

କନକ ବ୍ୟୁରୋ : ଓଡିଶାରେ ଅସୁରକ୍ଷିତ ଗଜରାଜ । ହାତୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍ କରିଛନ୍ତି ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା । ଆରପଟେ ପଂଚାୟତ ନିର୍ବାଚନର ଆଳ ଦେଖାଇ ଗୋଡରେ ଟାୟର ପସି କଳବଳ ହେଉଥିବା ହାତୀ କଥା ଏକ ପ୍ରକାର ଭୁଲିଯାଇଛି ବନବିଭାଗ । ଏହାକୁ ନେଇ ବନ ବିଭାଗର ହାତୀ ସୁରକ୍ଷା ନେଇ ଆନ୍ତରିକତା ନେଇ ଏବେ ଉଠିଛି ପ୍ରଶ୍ନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –