ଅସ୍ତ ହେଲେ ଅରୁଣ । ଜାଣନ୍ତୁ ତାଙ୍କ ବାବଦରେ ସମସ୍ତ ତଥ୍ୟ

740

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ

ରାଜ୍ୟସଭା ସାଂସଦ ଅରୁଣ ଜେଟଲୀ

ଜନ୍ମ – ୨୮ ଡିସେମ୍ବର ୧୯୫୨

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଥିଲେ ଅରୁଣ

ବାଜପାୟୀ ଓ ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ

ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ

ଅର୍ଥ, ପ୍ରତିରକ୍ଷା, ଶିଳ୍ପ ଓ ବାଣିଜ୍ୟ, ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଜେଟଲୀ

୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିଲେ ଅରୁଣ

ସ୍ୱାସ୍ଥ୍ୟଗତ କାରଣରୁ ୨୦୧୯ ମୋଦୀଙ୍କ କ୍ୟାବିନେଟ୍ରେ ହୋଇନଥିଲେ ସାମିଲ

ଛାତ୍ର ଜୀବନରୁ ରାଜନୀତିରେ ସାମିଲ ହୋଇଥିଲେ ଜେଟଲୀ

ଜରୁରୀକାଳୀନ ସ୍ଥିତି ସମୟରେ ୧୯ ମାସ ଜେଲରେ କାଟିଥିଲେ ଅରୁଣ\

ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ

୧୯୭୩ରେ ଜାତୀୟ ଛାତ୍ର ଓ ଯୁବ କମିଟିର ଆବାହକ ଥିଲେ ଜେଟଲୀ

୧୯୭୭ରେ ଲୋକତାନ୍ତ୍ରିକ ଯୁବମୋର୍ଚ୍ଚାର ଅବାହକ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦିଲ୍ଲୀ ସଭାପତି

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ ସଂପାଦକ ଭାବେ କାର୍ଯ୍ୟ କରିଥିଲେ

୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ

ବିଜେପି ଯୁବମୋର୍ଚ୍ଚାର ସଭାପତି ରହିଥିଲେ ଜେଟଲୀ

ଦିଲ୍ଲୀ ବିଜେପିର ସାଧାରଣ ସଂପାଦକ ଥିଲେ ଜେଟଲୀ

୧୯୯୧ରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ\

୧୯୯୯ରେ ବାଜପାୟୀଙ୍କ ସରକାରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା)

୧୯୯୯ରେ ବାଜପାୟୀଙ୍କ ସରକାରରେ ବିନିଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା)

୨୦୦୦ ମସିହାରେ ଆଇନ ମନ୍ତ୍ରୀର ଦାୟିତ୍ୱ

୨୦୦୩ରେ ଶିଳ୍ପ ଓ ବାଣିଜ୍ୟ, ଆଇନ ଓ ନ୍ୟାୟ କ୍ୟାବିନେଟ୍ ମନ୍ତ୍ରୀ

୨୦୦୯ ପର୍ଯ୍ୟନ୍ତ ବିଜେପି ସାଧାରଣ ସଂପାଦକ

୧୯୮୭ରୁ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ

୧୯୯୦ ମସିହାରେ ସିନିୟର ଆଡଭୋକେଟ୍ ଭାବେ ମାନ୍ୟତା ଦେଇଥିଲେ ଦିଲ୍ଲୀ ହାଇକୋର୍ଟ

ଭି. ପି. ସିଂହ ସରକାରରେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ପାଇଥିଲେ ନିଯୁକ୍ତି

ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୧୨ଟା ୭ ମିନିଟରେ ଦେହାନ୍ତ