କଂଗ୍ରେସ ଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ

17

କନକ ବ୍ୟୁରୋ : ଗତକାଲି ସଂଧ୍ୟାରେ କଂଗ୍ରେସ ଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ ହୋଇଛି । କିଏ କାହିଁକି ଏଭଳି କରିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଏହି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି । ପଂଚାୟତ ନିର୍ବାଚନକୁ ନେଇ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ ହୋଇଥିବା କୁହାଯାଉଛି । ସେମାନେ କଂଗ୍ରେସ ଭବନରେ ଥିବା ଫୁଲକୁଣ୍ଡ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।