Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ! ନରେନ୍ଦ୍ର ମୋଦି କହିଲେ, ଜିଏସଟି ଯୋଗୁଁ ଅର୍ଥବ୍ୟବସ୍ଥାରେ ପଡ଼ିଲା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ନିଜର ଭାବନା ବ୍ୟକ୍ତ କରିଛନ୍ତି । ଆଜିର କାର୍ଯ୍ୟକ୍ରମ ‘ମନ କି ବାତ’ର ୩୪ ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କର ଆଲୋଚନା ପରିବେଶ ଠାରୁ ଆରମ୍ଭ କରିଥିଲେ । ଭାରତରେ ହେଉଥିବା ପ୍ରାକୃତିକ…
Read More...

ଶାନ୍ତି ପାଇଁ ଭାଇ ଏକାଠି ! ମୁସଲମାନ୍ ପୁଲିସ୍ ନମାଜ୍ ପଢୁଥିବା ବେଳେ ଜଗିଛନ୍ତି ହିନ୍ଦୁ ଯବାନ୍

କୁହାଯାଏ ଗୋଟିଏ ଫଟୋ କୋଟିଏ କଥା ବୟାନ୍ କରିଥାଏ । ଠିକ୍ ସେମିତି ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଦେଖିବାକୁ ମିଳିଛି ଜଣେ ପୁଲିସକର୍ମୀ ବସିଛନ୍ତି ଆଉ ଯବାନ୍ ତାଙ୍କ ନିକଟରେ ଛିଡା ହୋଇଛନ୍ତି । ଏବେ ଆପଣ ଭାବୁଥିବେ ଏଥିରେ ଭାଇରାଲ୍ ହେବା ପରି କଣ ଅଛି…
Read More...

‘ମନକି ବାତ୍ କାର୍ଯ୍ୟକ୍ରମ’ ! ଭାରତୀୟ ମହିଳା କ୍ରିକେଟ୍ ଦଳର ସଫଳତା କଥା ଉଠାଇଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନକି ବାତ୍ କାର୍ଯ୍ୟକ୍ରମ’ରେ ଦେଶକୁ ସମ୍ବୋଧିତ କରିଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବନ୍ୟା, ଜିଏସଟି ସମେତ ଭାରତ ଛୋଟ ଆନ୍ଦୋଳନର ସଂକଳ୍ପ କଥା ଉଠାଇଛନ୍ତି । ଏଥିସହ ଅଗଷ୍ଟ ୧୫ରେ ସେ ଦେବାକୁ ଥିବା ଭାଷଣରେ କଣ କହିବେ ସେ ନେଇ…
Read More...

ବଦଳିଲା ଇତିହାସ ! ଦୀର୍ଘ ୪୪୧ ବର୍ଷ ପରେ ମହାରାଣା ପ୍ରତାପଙ୍କଠାରୁ ପରାସ୍ତ ହେଲେ ଯୋଦ୍ଧା ଆକବର

ଇତିହାସକୁ ନେଇ ରାଜସ୍ତାନରେ ବର୍ତ୍ତମାନ ଦେଖାଦେଇଛି ଗରମାଗରମ ପରିସ୍ଥିତି । ହଦଳୀଘାଟିଠାରେ ହୋଇଥିବା ଯୁଦ୍ଧ ପ୍ରସଙ୍ଗରେ ରାଜସ୍ତାନ ବୋର୍ଡ ସ୍କୁଲର ପୁସ୍ତକରେ ନୁଆ ଦାବି କରାଯିବାର ମାମଲା ଏବେ ସାମ୍ନାକୁ ଆସିଛି । ପୁସ୍ତକରେ ହଳଦୀଘାଟିଠାରେ ମହାନ ପ୍ରତାପି ଆକବର ଏବଂ ମହାରାଣା ପ୍ରତାପଙ୍କ…
Read More...

ପୁଣି ଦମ୍ ଦେଖାଇଲା ଚୀନ୍ ! ପ୍ୟାରେଡ଼ ବାହାନାରେ କଲା ଶକ୍ତି ପ୍ରଦର୍ଶନ

ଚୀନ ସହ କଥାବାର୍ତ୍ତା ହୋଇ ସୀମା ବିବାଦର ସମାଧାନ ପାଇଁ ଭାରତର ପ୍ରୟାସ ପୁଣି ଥରେ ବିଫଳ ହୋଇଛି । ବ୍ରିକ୍ସ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ବୈଠକରେ ଭାଗ ନେବା ପାଇଁ ପହଞ୍ଚିଥିବା ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ମଧ୍ୟରେ…
Read More...

କମ୍ବଳ ନଦେଇ ତାପମାତ୍ରା ବଢ଼ାଇବ ରେଳ !

କନକ ବ୍ୟୁରୋ: ରେଳଯାତ୍ରୀଙ୍କୁ ପରିଷ୍କାର ପରିଚ୍ଛନ୍ନ ନଥିବା ବେଡସିଟ୍, କମ୍ବଳ, ତକିଆ ଖୋଳ ଏବଂ ମୁହଁପୋଛା ତଉଲିଆ ଦିଆଯାଉଛି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଧରିବା ପରେ ଆଗାମୀ ଦିନରେ କମ୍ବଳ ଯୋଗାଇ ନଦେବା ନେଇ ରେଳବାଇ ଚିନ୍ତା କରୁଛି । ଏସି ବଗିରେ…
Read More...

ରକ୍ଷାବନ୍ଧନରେ ଭଉଣୀଙ୍କୁ ଉପହାରରେ ଶୌଚାଳୟ ପ୍ରଦାନ କଲେ ଭାଇ ହେବେ ସମ୍ମାନିତ

ଦେଶରେ ସ୍ଵଚ୍ଛତାର ତାଲିକାରେ ସବୁଠାରୁ ନିମ୍ନରେ ଥିବା ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାକୁ ସଫା ସୁତୁରା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । ଅପରିଷ୍କାର ସ୍ଥାନରେ ଧାର୍ମିକ ମହତ୍ଵ ରଖୁଥିବା ବୃକ୍ଷ ରୋପଣ ପରେ ଏବେ ଜିଲ୍ଲା ପ୍ରଶାସନ ଏକ ଭିନ୍ନ ଧରଣର ପଦକ୍ଷେପ ଉଠାଇଛନ୍ତି । ସୂଚନା…
Read More...

ଶାହିଦ ଖାକାନ ଅବାସୀ ହେବେ ପାକିସ୍ତାନର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପାନାମା ପେପର୍ସ ଲିକ୍ ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପାକ୍ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ କ୍ଷମତାଚ୍ୟୁତ ହେବାପରେ ତାଙ୍କ ସାନଭାଇ ସେହବାଜ ସରିଫ୍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବେ ବୋଲି ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ଵାଜ ଦଳର ଏକ…
Read More...

ଚାକିରୀରୁ ଇସ୍ତଫା ଦେଇ ପାରନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି !

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ପାଇଁ ଖରାପ ଖବର । ବିସିସିଆଇ ଏବେ ଖେଳାଳିମାନଙ୍କ ପାଇଁ ଏକ ନୂଆ ଫରମାନ ଜାରି କରିଛି । ଯାହା ଫଳରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଚାକିରୀରୁ ଇସ୍ତଫା ଦେବାକୁ ପଡିପାରେ । ସୁପ୍ରିମକୋର୍ଟର କ୍ରିକେଟ ପ୍ରଶାସକ ସମିତି ବା ସିଓଏ…
Read More...

କ୍ୟାବିନେଟରେ ସ୍ଥାନ ନମିଳିବାରୁ ପାସୱାନଙ୍କୁ ଟାର୍ଗେଟ୍ କଲେ ଜିତନରାମ ମାଂଝି ! କହିଲେ, କେନ୍ଦ୍ରମନ୍ତ୍ରୀଙ୍କ ଶେଷ…

କନକ ବ୍ୟୁରୋ: ନୀତୀଶ କ୍ୟାବିନେଟରେ ସ୍ଥାନ ନମିଳିବାରୁ ମାଂଝି ଅସନ୍ତୁଷ୍ଟ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ସଭାପତି ଜିତନରାମ ମାଂଝି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରେ ସ୍ଥାନ ପାଇ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି । ମାଂଝି ନିଜ ଅସନ୍ତୋଷକୁ…
Read More...