Browsing Category

ସ୍ପେଶାଲ୍ ରିପୋର୍ଟ

ରେଡିଓ ଚକଲେଟ୍ ଷ୍ଟୁଡିଓରେ ଗାନ୍ଧିଜୀ ! ଶ୍ରୋତାଙ୍କ ପାଇଁ ରେଡିଓ ଚକଲେଟ୍ ଭେଟି ଦେଇଛି ଏକ ଭିନ୍ନ କାର୍ଯ୍ୟକ୍ରମ ‘ବାପୁ…

କନକ ବ୍ୟୁରୋ: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀର ମହାପର୍ବକୁ ଓଡିଶାର ନମ୍ବର ୱାନ୍ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ଏକ ନିଆରା ଢଙ୍ଗରେ ପାଳନ କରିଛି । ଗାନ୍ଧୀଙ୍କ ଜୀବନର ଅନେକ ଅଜଣା କଥାକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇ ଦେବାପାଇଁ ରେଡିଓ ଚକଲେଟ୍ କରିଛି ଏକ ନିଆରା ପ୍ରୟାସ । ଏକ…
Read More...

ପଲିଥିନ୍ ଗଲା ଠୁଙ୍ଗା ଆସିଲା ! କୋଡିଏ ବର୍ଷ ପରେ ଫେରିଲା କାଗଜ ଠୁଙ୍ଗା, ଗଛିତ ପ୍ଲାଷ୍ଟିକ ସାମଗ୍ରୀକୁ କେମିତି କରିବେ…

କନକ ବ୍ୟୁରୋ : କଟକ-ଭୁବନେଶ୍ୱର ସମେତ ରାଜ୍ୟର ୫ଟି ମହାନଗର ନିଗମ ଏବଂ ପୁରୀରେ ଆଜିଠୁ ବିଧିବଦ୍ଧ ଭାବରେ ପ୍ଲାଷ୍ଟିକ୍ ସମାଗ୍ରୀ ଉପରେ କଟକଣା ଲାଗୁ ହୋଇଛି । ଆଉ ଏହି କଟକଣାକୁ ଜନତା ଓ ବ୍ୟବସାୟୀ ଶୃଙ୍ଖଳାର ସହ ପାଳନ କରୁଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି…
Read More...

ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ ! ଦେଶରେ ୮୨% ପୁରୁଷ ଓ ୯୨% ମହିଳା ୧୦ ହଜାର ଟଙ୍କାରୁ ମଧ୍ୟ କମ ଦରମା ପାଉଛନ୍ତି

ଭାରତରେ ଏବେ ବେକାରୀ ସମସ୍ୟା ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ଖାସକରି ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ସୁଯୋଗ ମିଳୁନାହିଁ । ଯାହା ଏବେ ଯୁବବର୍ଗଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଷ୍ଟେଟ ଅଫ୍ ୱାକିଂ ଇଣ୍ଡିଆ ୨୦୧୮ର ରିପୋର୍ଟ ଅନୁଯାୟୀ, ବିଗତ ୨୦ ବର୍ଷ ମଧ୍ୟରେ ଦେଶରେ ବେକାରୀ…
Read More...

ଗାନ୍ଧି ଜୟନ୍ତୀକୁ ବଡ ଧୁମଧାମରେ ପାଳିଥାଏ ପୁରା ଦେଶ ! ଜାଣନ୍ତୁ ବାପୁ କିଭଳି ପାଳନ କରୁଥିଲେ ନିଜ ଜନ୍ମଦିନ ।

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଜନ୍ମ ଜୟନ୍ତୀରେ ସରକାର ଏବଂ ଗାନ୍ଧିବାଦୀ ସଂସ୍ଥା ପକ୍ଷରୁ ଅନେକ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ସ୍ୱଚ୍ଛତାରୁ ନେଇ ଅହିଂସା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ତରିକାରେ ଲୋକମାନେ ବାପୁଙ୍କୁ ମନେ ପକାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି,…
Read More...

ରକ୍ତଦାନ କଲେ ସରକାର ଦେବେ ୪ ଦିନ ଛୁଟି ! ଜାଣନ୍ତୁ କେଉଁଠି

ରକ୍ତ ଦାନ, ଜୀବନ ଦାନ । ରକ୍ତଦାନ ମହାପୁଣ୍ୟ । କିନ୍ତୁ ଭାରତରେ ଏବେ ମଧ୍ୟ ରକ୍ତ ପାଇଁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ପ୍ରତିବର୍ଷ ଯେତିକି ରକ୍ତ ଆବଶ୍ୟକ ପଡୁଛି ତାହାଠାରୁ ମଧ୍ୟ କମ ରକ୍ତ ସଂଗ୍ରହ କରାଯାଉଛି । ତେଣୁ ଆବଶ୍ୟକୀୟ ରକ୍ତ ସଂଗ୍ରହ ପାଇଁ ରକ୍ତଦାତାଙ୍କୁ ପୋତ୍ସାହିତ କରିବାକୁ…
Read More...

ସ୍କୁଲ ପହଞ୍ଚିବାର ତୁରନ୍ତ ପରେ ସେଲ୍ଫି ପଠାଇବେ ଶିକ୍ଷକ ! ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପଦକ୍ଷେପ,…

ବିହାରରେ ଭୁଷୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ତେବେ ବିହାରର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକଙ୍କୁ ମଧ୍ୟ ଏକ ବଡ଼ କାରଣ ବୋଲି କୁହାଯାଉଛି । ପୂର୍ବରୁ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ନିଃସ୍ୱାର୍ଥପର ଭାବେ ଶିକ୍ଷାଦାନ…
Read More...

ଆବେଦନ କରିବା ମାତ୍ରେ ଏଣିକି ଆଉ ମିଳିବନି ନୂଆ ସିମ୍ କାର୍ଡ ! ଅନେକ ଦିନ ଧରି କରିବାକୁ ହେବ ଅପେକ୍ଷା ।

ନିକଟରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ଯେ, ମୋବାଇଲ ନମ୍ବର କିମ୍ବା ନୂଆ ସିମ୍ କାର୍ଡ ନେବା ପାଇଁ ଏଣିକି ଆଉ ଆଧାରକାର୍ଡର ଆବଶ୍ୟକତା ରହିବ ନାହିଁ । ଅର୍ଥାତ ଆପଣ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଜରିଆରେ ନୂଆ ମୋବାଇଲ୍ ନମ୍ବର ନେଇପାରିବେ । କିନ୍ତୁ ଏଣିକି ମୋବାଇଲ୍ ନମ୍ବର ନେବା ଏତେ…
Read More...

ବିଜେପି ନେତାଙ୍କ ଦାବି । ବଦଳାଯାଉ ରାଜଧାନୀ ‘ଦିଲ୍ଲୀ’ର ନାମ ଓ କାଗଜପତ୍ରରୁ ହଟାଯାଉ ‘INDIA’ ଶବ୍ଦ

ଏବେ ଦେଶର କିଛି ସହର ଓ ସଡକର ନାମ ସରକାରଙ୍କ ପକ୍ଷରୁ ବଦଳାଯାଇଛି । ଏପରିକି ବିଭିନ୍ନ ରେଲୱେ ଷ୍ଟେସନର ନାମ ମଧ୍ୟ ବଦଳିସାରିଛି । ଦିଲ୍ଲୀରେ ଔରଙ୍ଗଜେବ ସଡକର ନାମ ବଦଳାଯାଇ ଏପିଜେ ଅବଦୁଲ କଲାମ ରୋଡ କରାଯାଇଥିବା ବେଳେ ହରିୟାଣାରେ ଗୁଡଗାଓଁର ନାମ ପରିବର୍ତ୍ତନ କରାଯାଇ ଗୁରୁଗ୍ରାମ କରାଯାଇଛି…
Read More...

ଗାନ୍ଧିଜୀଙ୍କୁ କ୍ରିକେଟ କରିଥିଲା ପାଗଳ ! ଜାଣନ୍ତୁ ବାପୁ ବ୍ୟାଟିଂ କରୁଥିଲେ ନା ବୋଲିଂ ।

ଆଜି ଅକ୍ଟୋବର ୨ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀ । ଆଜି ସମସ୍ତେ ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ମନେ ପକାଉଛନ୍ତି । ତେବେ ବାପୁଙ୍କୁ ନେଇ ଏପରି ଏକ ରହସ୍ୟ, ଯାହା ଆପଣ ନିଶ୍ଚିତଭାବେ ଜାଣିବା ପାଇଁ ଚାହିଁବେ । ଯେଉଁମାନେ ମହାତ୍ମା ଗାନ୍ଧିଙ୍କର ଆତ୍ମକଥା ସହ ପରିଚିତ, ସେମାନେ ଜାଣିଥିବେ…
Read More...

ଆସନ୍ତା ୨୫ ଆରମ୍ଭ ହେବ ‘ଭାରତ ୱାଇଫାଇ ସେବା’ : ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି, ୧୦ ଲକ୍ଷ ସ୍ଥାନରେ ଉପଲବ୍ଧ…

ଦେଶର ୧୦ ଲକ୍ଷ ସର୍ବସାଧାରଣ ସ୍ଥାନରେ ୱାଇଫାଇ ହଟସ୍ପଟ୍ ଲାଗିବ । ଦୂରସଂଚାର ବିଭାଗ ଏନେଇ ମଞ୍ଜୁରୀ ଦେଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଅକେକ୍ଟାବରେ ଏହି ଯୋଜାର ଆରମ୍ଭ କରିବେ । ଏହି ଯୋଜନାର ନାମ ରଖାଯାଇଛଇ ‘ଭାରତ ୱାଇ ଫାଇ ଯୋଜନା’ । ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ…
Read More...