Browsing Category

ସ୍ପେଶାଲ୍ ରିପୋର୍ଟ

ପ୍ରେମିକାର ନିର୍ବନ୍ଧରେ ପ୍ରେମିକ ! ଅନ୍ୟକୁ ବିବାହ କରିବା ପୂର୍ବରୁ ନିଜେ ଲଗାଇଲେ ସିନ୍ଦୁର

ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ଏହାର ଅନେକ ନଜିର ମଧ୍ୟ ଦେଖିବାକୁ ମିଳିଛି । ଏବେ ଆନ୍ଧ୍ରପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା କୌଣସି ସିନେମାର ପ୍ରେମ କାହାଣୀ ଠାରୁ ବି କମ୍ ନୁହେଁ । ଅତି ନାଟକୀୟ ଢଙ୍ଗରେ ବିଶାଖାପାଟଣାର ଜଣେ ଯୁବକ ପ୍ରେମିକାର ନିର୍ବନ୍ଧରେ ପହଞ୍ଚି…
Read More...

ମା’ ସାଜିଥିଲା ରାଣୀ ମହୁମାଛି ! ଝିଅଙ୍କୁ ସଜାଇଥିଲା ଦେହଜୀବୀ

ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗରେ ଜଣେ ମହିଳା ଓ ତାଙ୍କ ତିନି ଝିଅଙ୍କୁ ଗିରଫ କରିଛି କୋଲକାତା ପୁଲିସ୍ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଝିଅ ମାନଙ୍କ ବୟସ ଯଥାକ୍ରମେ ୮, ୯ ଓ ୧୪ ବର୍ଷ । ଆଉ ଏହି ଝିଅ ମାନେ ନା କେବଳ ମା’ ସହ ରାକେଟ୍ ଚଳାଉଥିଲେ ବରଂ ଏତେ କମ୍ ବୟସରେ ନିଜେ ମଧ୍ୟ ଦେହ…
Read More...

ଏମିତି ଅଛି ଏକ ଗ୍ରହ ! ଏଠାରେ ଗୋଟିଏ ଦିନରେ ୩ଥର ହୁଏ ସୂର୍ଯ୍ୟୋଦୟ

ଆମ୍ଭେ ସମସ୍ତେ ଦୈନିକ ଜୀବନର କ୍ରିୟାକର୍ମ ସୂର୍ଯ୍ୟୋଦୟରୁ ହିଁ ଆରମ୍ଭ କରିଥାଉ । ଦିନରେ ଗୋଟିଏ ସୂର୍ଯ୍ୟୋଦୟ ଆମେ ଦେଖିଥାଉ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦିନରେ ୩ଥର ସୂର୍ଯ୍ୟୋଦୟ ହୋଇଥାଏ । ଦୈନିକ ଜାଗରଣରେ ପ୍ରକାଶିତ ହୋଇଛି ଏମିତି ଏକ ଖବର ।…
Read More...

ଶବ ସହ ବାହାଘର ! ମୃତ କନ୍ୟା ସହ ଅବିବାହିତ ଯୁବକର ହୁଏ ବିବାହ

ଚୀନ : ବିବାହକୁ ନେଇ ବିଶ୍ୱରେ ଅନେକ ନୀତିନିୟମରେ ପରମ୍ପରା ସବୁ ରହିଛି । ଏମିତି ଏକ ପରମ୍ପରା ଅଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ଘରର ଅବିବାହିତ ଯୁବକଙ୍କୁ ମୃତ କନ୍ୟାର ଶବ ସହ ବିବାହ କରାଯାଏ । ପଂଜାବ କେଶରୀରେ ପ୍ରକାଶ ପାଇଛି ଏଭଳି ଏକ ଖବର । ଚୀନର ଗ୍ରାମୀଣ…
Read More...

ମହଙ୍ଗା ପଡିଲା ଟ୍ୱିଟରରେ ଫଟୋ ଛାଡିବା : ମୁହଁକୁ ଆବୃତ ନକରି ଫଟୋ ଉଠାଇବା ଯୋଗୁଁ ମହିଳା ଗିରଫ

ରିଆଦ : ସାଉଦି ଆରବରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜ ମୁହଁକୁ ଓଢଣିରେ ଆବୃତ ନକରି ପବ୍ଲିକ ସ୍ଥାନରେ ଫଟୋ ଉଠାଇବା ମହଙ୍ଗା ପଡିଛି । ରିଆଦ ପୁଲିସ ଜଣେ ୨୦ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି । ଏହି ମହିଳା ଜଣକ ନିଜ ମୁହଁକୁ ନ ଲୁଚାଇ ଟ୍ୱିଟର ପେଜରେ ନିଜ ଫଟୋକୁ ପୋଷ୍ଟ କରିବାର ଆରୋପ ଲଗେଇଛି…
Read More...

ଚର୍ଚ୍ଚାରେ ୪୦ ବର୍ଷ ଧରି ପ୍ରେସିଡେଂଟ ଇଷ୍ଟେଟରେ ନିଭୃତ ସ୍ଥାନରେ ରହୁଥିବା ବ୍ୟକ୍ତି

ନୂଆ ଦିଲ୍ଲୀ : ଗତ ଶନିବାର ରାତିରେ ପୁଲିସ ପହରା ଦେଉଥିବା ବେଳେ ଏକ ଆଶ୍ଚର୍ଯ୍ୟକର ସୂଚନା ପାଇଥିଲେ । ପ୍ରେସିଡେଂଟ ଇଷ୍ଟେଟର ବଡିଗାର୍ଡ ଲାଇନ୍ସରେ ଏକ ପଥରର କାନ୍ଥକୁ ଡେଇଁବାର ପ୍ରୟାସ କରୁଥିଲେ ଜଣେ ବ୍ୟକ୍ତି । କୈାଣସି ଆତଙ୍କୀ ଗତିବିଧିର ଆଶଙ୍କାରେ ଖବର ପାଇ ପୁଲିସର ଏକ ଟିମ୍ ତୁରନ୍ତ…
Read More...

ରିଲାଏନ୍ସ ଜିଓର ନୂଆ ଆପ୍‌ ‘ଲୋକେଟ୍‌ ମାଇଁ ଡିଭାଇସ୍‌’! ସହଜରେ ମିଳିବ ଚୋରୀ ହୋଇଥିବା ମୋବାଇଲ୍

ମାଗଣା କଲ୍‌ ଓ ଡାଟା ସହ ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଏକ ନୂଆ ଉପହାର ଭେଟି ଦେବାକୁ ଯାଉଛି ତା’ର ଉପଭୋକ୍ତାଙ୍କୁ । ଖୁବ୍‌ ଶୀଘ୍ର ଜିଓ ଆରମ୍ଭ କରିବ ନୂଆ ଫିଚର ‘ଲୋକେଟ୍‌ ମାଇଁ ଡିଭାଇସ୍‌’। ଏହି ଆପ୍ ଦ୍ୱାରା ଜଣେ ଜିଓ ଗ୍ରାହକ ନିଜର ହଜି ଯାଇଥିବା କିମ୍ବା ଚୋରି…
Read More...

କୁମାରୀ ମାତୃତ୍ୱକୁ ଗର୍ଭପାତ ପାଇଁ ମିଳିବ ସମାନ ଅଧିକାର ! ସରକାର ଆଣିବେ ନୂଆ ଆଇନ୍

କୁମାରୀ ମାତୃତ୍ୱକୁ ଗର୍ଭପାତ ପାଇଁ ମିଳିବ ସମାନ ଅଧିକାର । ଗର୍ଭପାତ ସମୟରେ ଗୋପନ ରଖିବାକୁ ପଡିବନି ନିଜ ପରିଚୟ । ବିବାହିତା ମହିଳାଙ୍କ ପରି ସେମାନଙ୍କ ଗର୍ଭପାତ ହେବ ଆଇନସିଦ୍ଧ । ଏମିତି କିଛି ଆଇନ ଆଣୁଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁସାରେ ପାର୍ଲିଆମେଂଟର ଚଳିତ ଅଧିବେଶନ ପରେ ଆସିବ…
Read More...

ପ୍ରେମରେ ଅନ୍ଧ ହେବାର କରୁଣ ପରିଣତି ! ସାଙ୍ଗ ନେଲା ସାଙ୍ଗର ଜୀବନ

ପ୍ରେମରେ ଅନ୍ଧ ହୋଇ ସାଙ୍ଗ ନେଲା ସାଙ୍ଗର ଜୀବନ । ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଦୁଇ ଜଣ ନାବାଳକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ହେଲା ସଲମାନ ଓ ସେ ଏକ ଦୋକାନରେ କାମ କରୁଥିଲେ ବୋଲି ଜଣାପଡିଛି । ମୃତକ ଜଣକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ…
Read More...

ଖାଇବା ଜିନିଷ ଖବରକାଗଜରେ ରଖୁଛନ୍ତି କି ? ସାବଧାନ ! କାଳିରେ ଅଛି ବିଷାକ୍ତ ରସାୟନ

ଖବରକାଗଜରେ ଗୁଡା ହୋଇଥିବା ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଏବଂ ଲିଭର୍ ଉପରେ ଗଭୀର ପ୍ରଭାବ ପଡିଥାଏ । ଏଥିରେ ଗୁଡା ହୋଇଥିବା ଖାଦ୍ୟ ଗ୍ରହଣ କଲେ କ୍ୟାନ୍ସର୍ ପରି ଭୟଙ୍କର ରୋଗ ହେବାର ସମ୍ଭାବନା ରହିଛି । ଏହା ସହ ଶରୀରର ରୋଗପ୍ରତିଶୋଧକ ଶକ୍ତି ମଧ୍ୟ କମି ଯାଇଥାଏ । ଏଭଳି ଏକ ରିପୋର୍ଟ ପ୍ରକାଶ…
Read More...