Browsing Category

ନ୍ୟୁଜ୍

ପ୍ରକ୍ସି ସରପଞ୍ଚ ସାବଧାନ! ଚେତାବନୀ ଦେଲା ପଂଚାୟତିରାଜ ବିଭାଗ

କନକ ବ୍ୟୁରୋ: ରାଜ୍ୟର ଅନେକ ପଂଚାୟତରେ ସ୍ତ୍ରୀ ହେଉଛନ୍ତି ସରପଂଚ । କିନ୍ତୁ  ପଂଚାୟତ ସମ୍ଭାଳୁଛନ୍ତି ସରପଂଚଙ୍କ ସ୍ୱାମୀ । ଏବେ ଏହାକୁ ନେଇ ଆକ୍ସନ ମୋଡକୁ ଆସିଛି ପଂଚାୟତି ରାଜ ବିଭାଗ । ପ୍ରକ୍ସି ସରପଂଚଙ୍କ ସଂପର୍କରେ ଅଭିଯୋଗ ଆସିଲେ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ । ଦୁଇ ଦିନରେ ୭ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ ହେବା ସହ ୨ ଦିନରେ ୭ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୫ଜଣ, ଉତ୍ତରପ୍ରଦେଶରେ ଜଣେ ଓ କର୍ଣ୍ଣାଟକରେ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି ।…
Read More...

ରାଉରକେଲାକୁ ଘାରିଛି ହଇଜା ଡର! ଚିନ୍ତା ବଢ଼ାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି

କନକ ବ୍ୟୁରୋ: ରାଉରକେଲାରେ ଥମୁନି ହଇଜା ଆତଙ୍କ । ହଇଜାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ପାଖାପାଖି ୩ ଶହ ଲୋକଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାର ରହିଥିଲେ ବି ସ୍ଥିତି ବେକାବୁ ହୋଇଛି । ବିଶେଷକରି ବସ୍ତି ଅଂଚଳ ଚିନ୍ତା…
Read More...

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି: ଲୋକଙ୍କ ସମସ୍ୟା ନେଇ କଲେ ଅବଗତ, ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିଠିରେ ସେ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ, ଅନୁଗୁଳ ଗସ୍ତରେ ଯାଇଥିଲେ ରାଜ୍ୟପାଳ । ଏହି ସମୟର ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ…
Read More...

ସରିଲା ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ । ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମମତାଙ୍କ…

କନକ ବ୍ୟୁରୋ: ସରିଲା ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ । ଦିଲ୍ଲୀରେ ମଙ୍ଗଳବାର ୩ ଘଣ୍ଟା ଧରି ବସିଥିବା ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଲୋକସଭା ନିର୍ବାଚନ ପାଇଁ ୫ଜଣ ସଦସ୍ୟ ବିଶିଷ୍ଠ ନ୍ୟାସନାଲ ଆଲାଏନ୍ସ କମିଟି ଗଠନ କରାଯିବାକୁ ନିଷ୍ପତି ନିଆଯାଇଛି । ସୂଚନା ଅନୁସାରେ…
Read More...

ଧୋକା ଦେଇ ବାହା ହୋଇଥିଲା ବୁଖାରୀ! ବହୁ ପତ୍ନୀ କଥା ଲୁଚାଇଥିଲା ସନ୍ଦିଗ୍ଧ ଆତଙ୍କୀ

କନକ ବ୍ୟୁରୋ: ଗିରଫ ପରେ ବୁଖାରୀର ସ୍ତ୍ରୀ ସାଇନାଜ ପରୱିନ କନକ ନ୍ୟୁଜକୁ ଦେଇଛନ୍ତି ସାଂଘାତିକ ତଥ୍ୟ । ସାଇନାଜ କହିଛନ୍ତି ଯେ ବୁଖାରୀ ତା’ର ପୂର୍ବ ପତ୍ନୀଙ୍କୁ ଛାଡ଼ପତ୍ର ଦେଇସାରିଥିବା କହି ବାହା ହୋଇଥିଲା । ମାଟ୍ରିମୋନି ସାଇଟ୍ ଜୀବନସାଥୀ ଡଟ୍ କମରେ ସାଇନାଜଙ୍କ ସହ ବୁଖାରୀର ପରିଚୟ…
Read More...

ସନ୍ଦିଗ୍ଧ ଆତଙ୍କବାଦୀର ଖୋଲିବ ଗୁମର: ପ୍ରଶ୍ନବାଣରେ ବୁଖାରୀକୁ ଘାଇଲା କରିବ ଏସଟିଏଫ

କନକ ବ୍ୟୁରୋ: ଭୁବନେଶ୍ୱରରେ ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ୍ ବୁଖାରୀ । ଏସଟିଏଫ୍ କାର୍ଯ୍ୟାଳୟରେ ହାଜର ହୋଇଛି ସନ୍ଦିଗ୍ଧ ଆତଙ୍କବାଦୀ । ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିବ ଏସଟିଏଫ । ବିଭିନ୍ନ ପ୍ରଶ୍ନ ପଚାରି ଉତର ଖୋଜାଯିବ । ବୁଖାରୀକୁ ଜେରା କରିବା ପାଇଁ ଭୁବନେଶ୍ୱରରେ…
Read More...

ସଂସଦ ଅଚଳ, ସାଂସଦଙ୍କ ଉପରେ ଚଡ଼କ । ଲୋକସଭାରୁ ମଙ୍ଗଳବାର ୪୯ ସାଂସଦ ନିଲମ୍ବିତ । କାର୍ଯ୍ୟାନୁଷ୍ଠାନକୁ ଗଣତନ୍ତ୍ର ହତ୍ୟା…

କନକ ବ୍ୟୁରୋ: ସଂସଦ ଅଚଳ, ସାଂସଦଙ୍କ ଉପରେ ପଡୁଛି ଚଡ଼କ । ମଙ୍ଗଳବାର ପରେ ପୁଣିଥରେ ଏକାଧିକ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ସଂସଦ ସୁରକ୍ଷା ଭଙ୍ଗ ପ୍ରସଙ୍ଗ ଉଠାଇ ଲଗାତାର ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ । ଡିସେମ୍ବର ୧୪ରେ ୧୪ଜଣ, ୧୮ରେ ୯୨ଜଣ ଓ ୧୯ ତାରିଖରେ ଆଉ କିଛି ସାଂସଦଙ୍କୁ…
Read More...

ପୁଣି ଫେରିଲା କରୋନା ଭୟ: ‘ରାଜ୍ୟରେ ଆସିପାରେ ନୂଆ ଗାଇଡଲାଇନ’

କନକ ବ୍ୟୁରୋ: ପୁଣି ଡରାଇଲାଣି କରୋନା । କେରଳ ସମେତ ଦେଶର କେତେକ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିିଛି । କେତେ ଜଣଙ୍କ ଜୀବନ ବି ନେଲାଣି, କରୋନାର ନୂଆ ପ୍ରଜାତି । ଯାହାକୁ ନେଇ ଲୋକଙ୍କ ଭିତରେ ପୁଣି ଥରେ ଭୟ ସୃଷ୍ଟି ହୋଇଛି । ଯାହାକୁ ଅତି ଗୁରୁତର ସହ ନେଇଛନ୍ତି କେନ୍ଦ୍ର…
Read More...

ବେସ୍ ପ୍ରାଇସ୍ ଥିଲା ୨୦ ଲକ୍ଷ, ୮କୋଟି ୪୦ ଲକ୍ଷରେ ହେଲେ ବିକ୍ରି । ୪୨ ଗୁଣା ଅଧିକ ଦାମରେ ସମୀରଙ୍କୁ କିଣିଲା ସିଏସକେ ।…

କନକ ବ୍ୟୁରୋ: ଆଇପିଏଲରେ ଏଥର ଜଲୱା ଦେଖାଇଛନ୍ତି ୟୁପିର ଯୁବ କ୍ରିକେଟର ସମୀର ରିଜବୀ । ୨୦ ବର୍ଷୀୟ ଏହି କ୍ରିକେଟରଙ୍କୁ ରେକର୍ଡ ୮.୪୦ କୋଟି ଟଙ୍କାରେ କିଣିଛି ଆଇପିଏଲର ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ୍ । ତେବେ ସମୀରଙ୍କ ବେସ୍ ପ୍ରାଇସ୍ ମାତ୍ର ୨୦ ଲକ୍ଷ ଥିଲେ ବି, ଏହାଠାରୁ ପ୍ରାୟ ୪୨ ଗୁଣ…
Read More...