Browsing Category

ନ୍ୟୁଜ୍

ଆଇପିଏଲ ଲଢେଇ: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

କନକ ବ୍ୟୁରୋ: ସରିଛି ପ୍ରତିକ୍ଷା ଆରମ୍ଭ ହୋଇଛି ଆଇପିଏଲ ମହାସମର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ବନାମ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର । ତେଣୁ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଦଳ । ମୁମ୍ବାଇ ଚଳିତ ବର୍ଷ ହାଟ୍ରିକ ଟାଇଟଲ…
Read More...

ଡରାଇବା ଆରମ୍ଭ କଲାଣି ଭୁବନେଶ୍ୱରର କରୋନା ଗ୍ରାଫ୍ । ଦିନକରେ ଚିହ୍ନଟ ହେଲେ ୧୫୦ ପଜିଟିଭ୍ । ଆକ୍ରାନ୍ତଙ୍କ ଭିତରେ ୧୧୭…

କନକ ବ୍ୟୁରୋ: ଭୟ ବଢାଉଛି ଭୁବନେଶ୍ୱର । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଦେଢ ଶହ କରୋନା ପଜିଟିଭ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରାନ୍ତଙ୍କ ଭିତରେ ୧୧୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସି ଟୁଇଟ୍ କରି ଏସମ୍ଭନ୍ଧରେ ସୂଚନା ଦେଇଛି । ବିଏମସିର…
Read More...

ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍ । ମୁହଁରେ ମାସ୍କ ନଥିଲେ ଗଣିବାକୁ ପଡିବ ତଣ୍ଡ । କଟକଣା କଡା କଲେ ରାଜ୍ୟ ସରକାର ।…

କନକ ବ୍ୟୁରୋ: ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍ । ମୁହଁରେ ମାସ୍କ ନଥିଲେ ଦେବାକୁ ପଡିବ ଜରିମାନା । ମୁହଁରୁ ମାସ୍କ ଟିକେ ଖସିଲେ କିମ୍ବା ଆଦୌ ନଥିଲେ ତଣ୍ଡ ଗଣିବେ ଲୋକେ । ମାସ୍କ ପରିଧାନ ନେଇ କଟକଣା କଡା କଲେ ରାଜ୍ୟ ସରକାର । ଏଣିକି ବିନା ମାସ୍କରେ ବାହାରକୁ ବାହାରିଲେ ଦେବାକୁ ପଡିବ ୨୦୦୦…
Read More...

ମାତ୍ର ୨୪ ଘଣ୍ଟାରେ ସଂପୂର୍ଣ୍ଣ ମୂଳପୋଛ ହୋଇଗଲା କଶ୍ମୀରର ଏହି ଅଲକାଇଦା ଅନୁପ୍ରାଣିତ ଆତଙ୍କବାଦୀ ସଂଗଠନ । ସୂଚନା ଦେଲେ…

କନକ ବ୍ୟୁରୋ :  କଶ୍ମୀର ଘାଟିରେ ସକ୍ରିୟ ଥିବା ଓ ନିଜକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଇଦା ଦ୍ବାରା ଅନୁପ୍ରାଣିତ କହୁଥିବା ସଂଗଠନ ଅନସର ଗଜଓ୍ବା-ଉଲ-ହିନ୍ଦ ନାମକ ଆତଙ୍କବାଦୀ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି । ଏବେ ଏହି ସଂଗଠନର କୌଣସି ସଦସ୍ୟ ଜୀବିତ ନଥିବା ଜମ୍ମୁ ଓ କଶ୍ମୀର…
Read More...

ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳପାଇଁ ଶିକ୍ଷାନୁଷ୍ଠାନ ବନ୍ଦ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଅନ୍ୟ ଆଦେଶ…
Read More...

ବ୍ରିଟେନର ରାଣୀ ଏଲିଜାବେଥଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କର ପରଲୋକ । ବ୍ରିଟେନରେ ଶୋକର ଛାୟା, ଜାତୀୟ ପତାକା ୟୁନିୟନ…

କନକ ବ୍ୟୁରୋ : ବ୍ରିଟେନର ରାଣୀ ଏଲିଜାବେଥଙ୍କ ସ୍ବାମୀ ତଥା ଡ୍ୟୁକ୍ ଅଫ ଏଡିନବରୋ ପ୍ରିନ୍ସ ଫିଲିପଙ୍କର ଆଜି ୯୯ ବର୍ଷ ବୟସରେ ପରଲୋକ ହୋଇଛି । ଆଜି ସକାଳେ ବ୍ରିଟିଶ ରାଜପରିବାରର ୨ୟ ପ୍ରମୁଖ ରାଜପ୍ରାସାଦ ଓ୍ବିଣ୍ଡସର୍ କାସଲରେ ତାଙ୍କର ପରଲୋକ ହୋଇଥିଲା ବୋଲି ବକିଂହାମ୍ ପ୍ୟାଲେସ୍ ତରଫରୁ…
Read More...

ଜନସନ କରୋନା ଟିକାକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ମିଳିଲା ଅନୁମତି । ସଫଳ ହେଲେ କରୋନାରୁ ମୁକ୍ତି ପାଇଁ ଗୋଟିଏ…

କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଟିକାର ଅଭାବକୁ ନେଇ ସଂକଟ ଦେଖା ଦେଇଛି । ଏହାରି ଭିତରେ ବହୁରାଷ୍ଟ୍ରୀୟ ଔଷଧ କମ୍ପାନି ଜନସନ ଏଣ୍ଡ ଜନସନର କରୋନା ଟିକାକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଏହି ଟିକାକୁ ଗୋଟିଏ ଥର ଦିଆଯାଇଥାଏ । ମିଳିଥିବା…
Read More...

ଆଜି ୨୭ ଜିଲ୍ଲାରେ ବର୍ଷା ଓ କାଳବୈଶାଖୀ ସମ୍ଭାବନା; ୯ ଜିଲ୍ଲାକୁ ୟେଲୋ ଓ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ :  ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ରାତି ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ରାଜ୍ୟରେ ତାତିର ପ୍ରକୋପ କିଛିଟା କମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଅପରାହ୍ନରୁ ଆସନ୍ତାକାଲି (ଶନିବାର) ମଧ୍ୟାହ୍ନ ମଧ୍ୟରେ ରାଜ୍ୟର ୨୭ଟି…
Read More...

ଚିନ୍ତା ବଢାଇଲାଣି ସୁନ୍ଦରଗଡ । ଗତ ୨୪ ଘଂଟାରେ ୨୨୪ କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ଧର୍ମଗଡରେ ବିନା କଟକଣାରେ…

କନକ ବ୍ୟୁରୋ: ଚିନ୍ତା ବଢାଉଛି ସୁନ୍ଦରଗଡ । ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ସୁନ୍ଦରଗଡ ଜିଲ୍ଲାରେ ବଢୁଥିବା କରୋନା ଗ୍ରାଫ ରାଜ୍ୟ ପାଇଁ ଚିନ୍ତା ବଢାଉଛି । ଗୋଟିଏ ପଟେ ଛତିଶଗଡ ସୀମାନ୍ତରେ ଥିବା ୧୦ଟି ଜିଲ୍ଲାରେ ରାଜ୍ୟ ସରକାର ନାଇଟ…
Read More...

ମାଆମାନେ ଚାହିଁଲେ ଘରେ ପଶିବନି କରୋନା… ମହାମାରୀ ମୁକାବିଲା ପାଇଁ ମାସ୍କ ସହ ମାଆମାନଙ୍କ ଭୂମିକାକୁ…

କନକ ବ୍ୟୁରୋ: ମାଡୁଛି ମହାମାରୀ, ପିନ୍ଧୁନ୍ତୁ ମାସ୍କ । ବିନା ମାସ୍କରେ ହେବନି ମହାମାରୀ ଉପରେ ବିଜୟ । ବିପଦ ଆସୁଛି, ମାସ୍କକୁ ମହାସ୍ତ୍ର କରନ୍ତୁ । କିଛି ଏମିତି ମନ୍ତ୍ରକୁ ନିଜ ଅନ୍ଦାଜରେ ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି…
Read More...