Browsing Category

ନ୍ୟୁଜ୍

ଟିଟିଲାଗଡରେ ରେଳ‌ ଓଭରବ୍ରିଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ୧୦୪୨ ମିଟର ଦୀର୍ଘ ରେଲୱେ ଓଭରବ୍ରିଜ ପାଇଁ ଖର୍ଚ୍ଚ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ ଏକ…
Read More...

ପ୍ରଧାନମନ୍ତ୍ରୀ ମୋଦି, ଧର୍ମେନ୍ଦ୍ର ଓ ବିଜେଡି ସାଂସଦ ଭର୍ତୃହରିଙ୍କ ଉପସ୍ଥିତିରେ ଉନ୍ମୋଚିତ ହେଲା ହରେକୃଷ୍ଣ ମହତାବଙ୍କ…

କନକ ବ୍ୟୁରୋ: ଦିଲ୍ଲୀରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ, ଓଡିଶା ଇତିହାସର ହିନ୍ଦୀ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି । ଏଥିସହ ମୋଦି ବିଜେଡି ସାଂସଦ ଭର୍ତୃହରିଙ୍କୁ ବି ପ୍ରଶଂସା କରିଛନ୍ତି । ଏହି ଡକ୍ୟୁମେଂଟାରୀରେ କୁହାଯାଇଛି ଆଧୁନିକ…
Read More...

ଚମକାଇ ଦେଲା ଗତ ୨୪ ଘଂଟାରେ କରୋନା ସଂକ୍ରମଣ । ଦେଶରେ ୧ ଲକ୍ଷ ୩୧ ହଜାର ନୂଆ ମାମଲା । ଓଡିଶାରେ ଗୋଟିଏ ଦିନରେ ୧୨୮୨…

କନକ ବ୍ୟୁରୋ: ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । ଗତ ୩ ଦିନର ସଂକ୍ରମଣ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ।  ଆଜି ରେକର୍ଡ ସଂଖ୍ୟକ ୧ ଲକ୍ଷ ୩୧ ହଜାର ୯୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୮୦ ଜଣ ପ୍ରାଣ ହରାଇଛନ୍ତି । ୧୦ଦିନ ମଧ୍ୟରେ ଦୈନିକ ସଂକ୍ରମଣ ଅଢେଇଗୁଣରୁ…
Read More...

ଆଇପିଏଲ ଲଢେଇ: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

କନକ ବ୍ୟୁରୋ: ସରିଛି ପ୍ରତିକ୍ଷା ଆରମ୍ଭ ହୋଇଛି ଆଇପିଏଲ ମହାସମର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ବନାମ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର । ତେଣୁ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଦଳ । ମୁମ୍ବାଇ ଚଳିତ ବର୍ଷ ହାଟ୍ରିକ ଟାଇଟଲ…
Read More...

ଡରାଇବା ଆରମ୍ଭ କଲାଣି ଭୁବନେଶ୍ୱରର କରୋନା ଗ୍ରାଫ୍ । ଦିନକରେ ଚିହ୍ନଟ ହେଲେ ୧୫୦ ପଜିଟିଭ୍ । ଆକ୍ରାନ୍ତଙ୍କ ଭିତରେ ୧୧୭…

କନକ ବ୍ୟୁରୋ: ଭୟ ବଢାଉଛି ଭୁବନେଶ୍ୱର । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଦେଢ ଶହ କରୋନା ପଜିଟିଭ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରାନ୍ତଙ୍କ ଭିତରେ ୧୧୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସି ଟୁଇଟ୍ କରି ଏସମ୍ଭନ୍ଧରେ ସୂଚନା ଦେଇଛି । ବିଏମସିର…
Read More...

ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍ । ମୁହଁରେ ମାସ୍କ ନଥିଲେ ଗଣିବାକୁ ପଡିବ ତଣ୍ଡ । କଟକଣା କଡା କଲେ ରାଜ୍ୟ ସରକାର ।…

କନକ ବ୍ୟୁରୋ: ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍ । ମୁହଁରେ ମାସ୍କ ନଥିଲେ ଦେବାକୁ ପଡିବ ଜରିମାନା । ମୁହଁରୁ ମାସ୍କ ଟିକେ ଖସିଲେ କିମ୍ବା ଆଦୌ ନଥିଲେ ତଣ୍ଡ ଗଣିବେ ଲୋକେ । ମାସ୍କ ପରିଧାନ ନେଇ କଟକଣା କଡା କଲେ ରାଜ୍ୟ ସରକାର । ଏଣିକି ବିନା ମାସ୍କରେ ବାହାରକୁ ବାହାରିଲେ ଦେବାକୁ ପଡିବ ୨୦୦୦…
Read More...

ମାତ୍ର ୨୪ ଘଣ୍ଟାରେ ସଂପୂର୍ଣ୍ଣ ମୂଳପୋଛ ହୋଇଗଲା କଶ୍ମୀରର ଏହି ଅଲକାଇଦା ଅନୁପ୍ରାଣିତ ଆତଙ୍କବାଦୀ ସଂଗଠନ । ସୂଚନା ଦେଲେ…

କନକ ବ୍ୟୁରୋ :  କଶ୍ମୀର ଘାଟିରେ ସକ୍ରିୟ ଥିବା ଓ ନିଜକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଇଦା ଦ୍ବାରା ଅନୁପ୍ରାଣିତ କହୁଥିବା ସଂଗଠନ ଅନସର ଗଜଓ୍ବା-ଉଲ-ହିନ୍ଦ ନାମକ ଆତଙ୍କବାଦୀ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି । ଏବେ ଏହି ସଂଗଠନର କୌଣସି ସଦସ୍ୟ ଜୀବିତ ନଥିବା ଜମ୍ମୁ ଓ କଶ୍ମୀର…
Read More...

ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳପାଇଁ ଶିକ୍ଷାନୁଷ୍ଠାନ ବନ୍ଦ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଅନ୍ୟ ଆଦେଶ…
Read More...

ବ୍ରିଟେନର ରାଣୀ ଏଲିଜାବେଥଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କର ପରଲୋକ । ବ୍ରିଟେନରେ ଶୋକର ଛାୟା, ଜାତୀୟ ପତାକା ୟୁନିୟନ…

କନକ ବ୍ୟୁରୋ : ବ୍ରିଟେନର ରାଣୀ ଏଲିଜାବେଥଙ୍କ ସ୍ବାମୀ ତଥା ଡ୍ୟୁକ୍ ଅଫ ଏଡିନବରୋ ପ୍ରିନ୍ସ ଫିଲିପଙ୍କର ଆଜି ୯୯ ବର୍ଷ ବୟସରେ ପରଲୋକ ହୋଇଛି । ଆଜି ସକାଳେ ବ୍ରିଟିଶ ରାଜପରିବାରର ୨ୟ ପ୍ରମୁଖ ରାଜପ୍ରାସାଦ ଓ୍ବିଣ୍ଡସର୍ କାସଲରେ ତାଙ୍କର ପରଲୋକ ହୋଇଥିଲା ବୋଲି ବକିଂହାମ୍ ପ୍ୟାଲେସ୍ ତରଫରୁ…
Read More...

ଜନସନ କରୋନା ଟିକାକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ମିଳିଲା ଅନୁମତି । ସଫଳ ହେଲେ କରୋନାରୁ ମୁକ୍ତି ପାଇଁ ଗୋଟିଏ…

କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଟିକାର ଅଭାବକୁ ନେଇ ସଂକଟ ଦେଖା ଦେଇଛି । ଏହାରି ଭିତରେ ବହୁରାଷ୍ଟ୍ରୀୟ ଔଷଧ କମ୍ପାନି ଜନସନ ଏଣ୍ଡ ଜନସନର କରୋନା ଟିକାକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଏହି ଟିକାକୁ ଗୋଟିଏ ଥର ଦିଆଯାଇଥାଏ । ମିଳିଥିବା…
Read More...