Browsing Category

ନ୍ୟୁଜ୍

ବନ୍ଧୁକ ଧରି ରିଲ୍ସ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଧାରାବାହିକ ରାମାୟଣର ଲବ

କନକ ବ୍ୟୁରୋ : ଏବେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ସର୍ଟ ଷ୍ଟୋରୀ ବା ରିଲ୍ସ କରିବାକୁ ପାଗଳ । ଏହାରି ମଧ୍ୟରେ କିଛି ଲୋକ ଜୀବନକୁ ବାଜି ଲଗେଇ ଦେଉଥିବା ବେଳେ କିଛି ଲୋକ ରିଲ୍ସ କରିବା ଆଳରେ ସାମ୍ବିଧାନିକ ନିୟମ ଉଲଙ୍ଘନ କରୁଛନ୍ତି । ଏଭଳି କିଛି ନିୟମ ଉଲଙ୍ଘନ କରି ଶେଷରେ ଗିରଫ ହୋଇଛନ୍ତି…
Read More...

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ଆରଡବ୍ଲୁଏସଏସ ଭୁବନେଶ୍ୱର…

କନକ ବ୍ୟୁରୋ: ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ଆରଡବ୍ଲୁଏସଏସ ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନେଇ ଭିଜିଲାନ୍ସ ଅଧିକ ପଚରା ଉଚୁରା କରିବ । ତେବେ ଚଢାଉ ସମୟରେ ତାଙ୍କ ପାଖରେ ୮ଟି ପ୍ଲଟ୍ ସହ କ୍ରିପ୍ଟୋ…
Read More...

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଏଣିକି ଝୁଲାପୋଲ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନେବାକୁ…

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚାର ସଂହିତା ମଧ୍ୟ ଲାଗୁ ହୋଇଯାଇଛି । ତେଣୁ ଏବେ ସରକାର ମୋରବୀ ଝୁଲାପୋଲ ଦୁର୍ଘଟଣାରେ କୌଣସି ଅଧିକାରୀଙ୍କ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ନେବେ, ତେବେ ଏଥିପାଇଁ ସରକାରକୁ ପ୍ରଥମେ ନିର୍ବାଚନ ଆୟୋଗଠୁ…
Read More...

ବିଜୟ ପାଇଁ ଯଜ୍ଞ । ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ମାଆ ଭଦ୍ରକାଳୀ ପୀଠରେ ଯଜ୍ଞ ଓ ଆଳତୀ ।

କନକ ବ୍ୟୁରୋ: ବିଜୟ ପାଇଁ ଯଜ୍ଞ । ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ବିଜୟ ପାଇଁ ମା ଭଦ୍ରକାଳୀ ପୀଠରେ ଯଜ୍ଞ, ଆଳତୀ ହୋଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ, ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ…
Read More...

ଧାମନଗର ଉପନିର୍ବାଚନ: ଦିନ ୩ଟ ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ ।

କନକ ବ୍ୟୁରୋ: ଭୋଟ୍ ଦେଉଛି ଧାମନଗର । ଦିନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ହୋଇଛି । ସକାଳ ୭ ରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ଭୋଟ୍ ଦେଉଛି…
Read More...

ଭୁବନେଶ୍ୱର ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆଇନଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ନେଇ ଡିସିପିଙ୍କ ଆଲୋଚନା

କନକ ବ୍ୟୁରୋ: ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା ଓ ପାର୍କିଂ ଆଦି ପ୍ରସଙ୍ଗରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗ ଦେଇଥିଲେ ।…
Read More...

ଦିଲ୍ଲୀ-ଏନସିଆରରେ ଅଣନିଶ୍ୱାସୀ ସହରବାସୀ। ନୋଏଡା ପ୍ରାଧୀକରଣ ପକ୍ଷରୁ ଜାରିହେଲା ପ୍ରତିବନ୍ଧକ।

କନକ ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ଲଗାତର ପ୍ରଦୂଷଣରସ୍ତର ବଢିବାରେ ଲାଗିଛି । ସ୍ଥାନୀୟ ଲୋକେ ମଧ୍ୟ ପ୍ରଦୂଷଣ ନେଇ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ପ୍ରଦୂଷଣସ୍ତର ବଢିବା ପରେ ନୋଏଡା ପ୍ରାଧୀକରଣ ସିଇଓ ଋତୁ ମାହେଶ୍ୱରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ୧୦ଟି ପ୍ରତିବନ୍ଧକ…
Read More...

ଧାମନଗର ଉପନିର୍ବାଚନ, ମତଦାନ ଜାରି : ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି । ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ ହୋଇଥିବା ସୂଚନା । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ ।…
Read More...

ଇଡିର ନୋଟିସ ପରେ ବି ହାଜର ହେଲେନି ହେମନ୍ତ । କହିଲେ, ଆଦିବାସୀଙ୍କ ବିରୋଧରେ କରାଯାଉଛି ଷଡଯନ୍ତ୍ର

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ମନା କରିଦେଇଛନ୍ତି । ଇଡି ତରଫରୁ ତାଙ୍କୁ ବୁଧବାର ଦିନ ଏକ ନୋଟିସ କରି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ହେମନ୍ତ କହିଛନ୍ତି କି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ…
Read More...

କଫି, ଟି-ସାର୍ଟ ସହ ବ୍ଲୁ ଟିକର ତୁଳନା। ୮ ଡଲାର ଦରକୁ ନେଇ ଏଲନ ମସ୍କଙ୍କ ଅଜବଗଜବ ତର୍କ!

କନକ ବ୍ୟୁରୋ: ଟ୍ୱିଟରର ନୂଆ ମାଲିକ ମସ୍କ ବ୍ଲୁ ଟିକ୍ ଉପରେ ଚାର୍ଜ ନେଇ ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ ବିଷମ ସ୍ଥିତି ଦେଖାଦେଇଛି । ୟୁଜର୍ସ ଏହାକୁ ନେଇ ମିମ୍ସ କରିଚାଲିଛନ୍ତି । ତେବେ ବର୍ତ୍ତମାନ ମସ୍କ ଏହି ମାମଲାରେ ଖୋଲାଖୋଲି କପଡା ଏବଂ କଫି ଭଳି ଜିନିଷର ଉଦାହରଣ ଦେଇ ତର୍କ ଦେଉଛନ୍ତି…
Read More...