Browsing Category

ନ୍ୟୁଜ୍

ଜିଲ୍ଲା ପରିଷଦଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ, କନେଷ୍ଟବଳଙ୍କର ବି ଥିଲା ସମ୍ପୃକ୍ତି । ଭୁବନରେ ୩ ଜଣଙ୍କୁ ଗିରଫ…

କନକ ବ୍ୟୁରୋ : ଢେଙ୍କାନାଳ ଭୁବନରେ ଅବକାରୀ ବିଭାଗର ବଡ଼ ଧରଣର ରେଡ୍ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି । ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ । ୫୧ ଲିଟର ନକଲି ମଦ ସହ…
Read More...

ରିଲିଜ୍ ହେଲା ରୁଷୀୟ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଟ୍ରେଲର : ୨୦୨୧ରେ ୧୨ଦିନ ଧରି ମହାକାଶରେ ହୋଇଥିଲା ଫିଲ୍ମର ସୁଟିଂ

କନକ ବ୍ୟୁରୋ : ମହାକାଶରେ ପ୍ରଥମ ଥର ପାଇଁ ସୁଟିଂ ହୋଇଥିବା ରୁଷିଆ ଫିଲ୍ମ ‘ଦ ଚ୍ୟାଲେଞ୍ଜର’ର ଟ୍ରେଲର ରିଲିଜ ହୋଇଛି । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ସୁଟିଂ ହୋଇଥିବା ଫିଲ୍ମକୁ ନେଇ ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି । ଆସନ୍ତା ଅପ୍ରେଲ ୨୩ ତାରିଖରେ ଏହି ଫିଲ୍ମ ରିଲିଜ ହେବ ବୋଲି ସୂଚନା…
Read More...

ଜନ୍ମଦିନ ପାର୍ଟିରେ ବନ୍ଧୁକ ଧର ନାଚିଲେ କଂଗ୍ରେସ ବିଧାୟକ ସୁନୀଲ ସରାଫ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ନୂଆବର୍ଷ ସେଲିବ୍ରେସନ ପାର୍ଟିରେ ବନ୍ଧୁକ ଧରି ନାଚିଲେ କଂଗ୍ରେସ ବିଧାୟକ । ମଧ୍ୟପ୍ରଦେଶ ଅନୁପୁର ଜିଲ୍ଲାର କୋତମା ବିଧାୟକ ସୁନୀଲ ସରାଫ ନ୍ୟୁ ଇୟର ପାର୍ଟିରେ ହାତରେ ବନ୍ଧୁକ ଧରି ନାଚୁଥିବା ଦୃଶ୍ୟ ଭାଇରାଲ ହେଉଛି । ନୂଆ ବର୍ଷ ଦିନ ନିଜ ଜନ୍ମଦିନ ପଡୁଥିବାରୁ ବିଧାୟକ…
Read More...

ଯୁବତୀଙ୍କୁ ୧୨ କିଲୋମିଟର କାର୍ ଘୋଷାଡି ନେବା ଘଟଣା : ୫ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିବ ଦିଲ୍ଲୀ…

କନକ ବ୍ୟୁରୋ : ଦିଲ୍ଲୀରେ ଯୁବତୀଙ୍କୁ ୧୨ କିଲୋମିଟର କାର୍ ଘୋଷାଡି ନେବା ଘଟଣାକୁ ନେଇ ଦେଶବ୍ୟାପୀ ଆଲୋଡନ । ଏହି ମାମଲାରେ ପୁଲିସ ଆଜି ସିନ ରିକ୍ରିଏସନ କରିବ । ଗିରଫ ୫ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କେଉଁଠି କେମିତି ଏହି ଘଟଣା ଘଟିଥିଲା ତାର ସିନ ରିକ୍ରିଏସନ କରିବ ପୁଲିସ । ସେପଟେ…
Read More...

ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା : ଆସିଲା ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ

କନକ ବ୍ୟୁରୋ : ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା । ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ବିଷ ଜନିତ ମୃତ୍ୟୁ ନୋଇ ସନ୍ଦେହ ପ୍ରକାଶ କଲେ ଡାକ୍ତର । ଫରେନସିକ୍ ଲ୍ୟାବ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ । ଫରେନସିକ ଲ୍ୟାବ ଏ ନେଇ ନମୁନା ପଠାଯାଇଛି । ସିଡିଏମଓଙ୍କୁ ଡାକ୍ତର…
Read More...

୧୯୭୧ର ଫଟୋ ସେୟାର କରି ପାକିସ୍ତାନକୁ ଧମକ ଦେଲା ତାଲିବାନ୍ । କହିଲା ଆକ୍ରମଣ କଲେ ଏଭଳି ଅବସ୍ଥା କରିବୁ ।

କନକ ବ୍ୟୁରୋ: ଏବେ ଚର୍ଚ୍ଚାରେ କତାରରେ ତାଲିବାନର ବରିଷ୍ଠ ନେତା ଅହମ୍ମଦ ୟାସିରଙ୍କ ଟ୍ୱିଟ୍ । ପାକିସ୍ତାନକୁ ଟ୍ୱିଟ୍ କରି ଚେତାବନୀ ଦେଇଛନ୍ତି ୟାସିର ।ସେ ପୁଣି ଏମିତି ସେମିତି ଚେତାବନୀ ନୁହେଁ । ୧୯୭୧ ଯୁଦ୍ଧ ସମୟର ଏକ ଫଟୋକୁ ସେୟାର କରିବା ସହ ତାଲିବାନ୍ ସହ ନଲାଗିବାକୁ ଚେତାଇଛି । ଆଉ…
Read More...

ନଗରପାଳଙ୍କୁ ଦୁର୍ବ୍ୟବହାର ପ୍ରତିବାଦ : ନବରଙ୍ଗପୁରରେ ୧୨ଘଣ୍ଟିଆ ବନ୍ଦ ପାଳନ

କନକ ବ୍ୟୁରୋ : ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ । ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରି ପ୍ରତିବାଦରେ ନବରଙ୍ଗପୁର ମ୍ୟୁନିସିପାଲଟି ଅଞ୍ଚଳ ତଥା ନବରଙ୍ଗପୁର ସହରରେ ଜିଲ୍ଲା ବିଜେପି ବନ୍ଦ ପାଳନ କରୁଛି । ସକାଳ୬ ରୁ…
Read More...

ହସ୍ପିଟାଲ ବିଲ୍ଡିଂରୁ ୩ ମାସର ଝିଅକୁ ଫିଙ୍ଗିଲା ମା’ । କାରଣ ଜାଣିଲେ ଆପଣ ବି ଭାବବିହ୍ୱଳ ହେବେ ।

କନକ ବ୍ୟୁରୋ: ଅହମଦାବାଦରେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ । କାରଣ ମହିଳା ଜଣକ ନିଜର ୩ ମାସର କଅଁଳା ଝିଅକୁ ହସ୍ପିଟାଲର ୩ ମହଲା କୋଠା ଉପରୁ ପିଙ୍ଗି ହତ୍ୟା କରିବା ଅଭିଯୋଗ ହୋଇଛି । ମହିଳାଙ୍କୁ ପୁଲିସ ଗିରଫ କରିବା ପରେ ମହିଳାଙ୍କ ମୁହଁରୁ ସତ ଶୁଣି ସେଠାରେ ଥିବା ପୁଲିସ କର୍ମୀ…
Read More...

ଅଭିନେତ୍ରୀ ତୁନିଷାଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲେ ମା’, ଶିଜାନ୍ ଖାନଙ୍କ ଓକିଲଙ୍କ ଦେଲେ ଅନେକ ଚାଞ୍ଚଲ୍ୟକର…

କନକ ବ୍ୟୁରୋ: ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁକୁ ନେଇ ଦିନ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଏହି ମାମଲାରେ ଅଭିଯୁକ୍ତ ଅଭିନେତା ଶିଜାନ୍ ଖାନଙ୍କ ଓକିଲ ତୁନିଷା ଶର୍ମାଙ୍କ ମା’ଙ୍କ ଉପରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ତୁନିଷାଙ୍କ ମା’…
Read More...

କାର-ବସ୍ ମୁହାଁମୁହିଁ ଧକ୍କା, ୨ ମୃତ : ଆହତଙ୍କ ମଧ୍ୟରେ ଜଣେ ୩ମାସର ଶିଶୁ ଥିବା ସୂଚନା

କନକ ବ୍ୟୁରୋ : କଳାହାଣ୍ଡି କେସିଙ୍ଗାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ସାମ୍ନା ପଟୁ ଧକ୍କା ଦେଇଛି ଘରୋଇ ବସ୍ ଦିଲଖୁସ୍ । ବସ୍ ଧକ୍କାରେ କାରଟି ଚୁରମାର ହୋଇ ଯାଇଛି । ଏହି ଦୁର୍ଘଟଣାରେ କାରରେ ଥିବା ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ଜଣ ଆହତ ଭବାନୀପାଟଣା ହସ୍ପିଟାଲରେ ବର୍ତ୍ତି…
Read More...