Browsing Category

ନ୍ୟୁଜ୍

ଟିକେ ଚାନ୍ସ, ଟିକେ ରୋମାନ୍ସ! କମ୍ପ୍ରୋମାଇଜ୍ କର, ହିରୋଇନ୍ ହୁଅ!

କନକ ବ୍ୟୁରୋ : କୋହଭରା କଣ୍ଠରେ ନିଜ କାହାଣୀ କହୁଛନ୍ତି ନବାଗତା ଅଭିନେତ୍ରୀ ରୂପଶ୍ରୀ ପଣ୍ଡା । କାହାଣୀ କହୁ କହୁ ଆଖି ଛଳଛଳ ହୋଇଯାଉଛି । କାହିଁକି ନା ତାଙ୍କ ସହ ଏମିତି କିଛି ଘଟଣା ଘଟିଛି, ଯାହାକୁ କ୍ୟାମେରା ଆଗରେ କହିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ । ଅତୀତରେ ଘଟିଥିବା ଘଟଣାବଳୀକୁ ନେଇ…
Read More...

ବିଦ୍ୟୁତ ବିଭାଗକୁ ଗଛ ଭରଷା, ଦଉଡିରେ ବନ୍ଧା ଯାଇଛି ଟ୍ରାନ୍ସଫର୍ମର

କନକ ବ୍ୟୁରୋ : ଗଛରେ ଦୌଡି ଲଗାଇ ଟ୍ରାନ୍ସଫର୍ମରକୁ ଏମିତି ବାନ୍ଧି ରଖିଛି ବିଦ୍ୟୁତ ବିଭାଗ । ଏହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହଁ , ଭୁବନେଶ୍ୱର ଭରତପୁର ଜିଏ କଲୋନିରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,ଗତ କିଛି ଦିନ ହେବ ଗଛରେ ଦଉଡି ଲଗା.…
Read More...

ଅଘୋଷିତ ବିଜୁଳି କାଟ୍ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି କହିଲା…

କନକ ବ୍ୟୁରୋ : ଗୋଟିଏ ପଟେ ରାଜ୍ୟରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟକୁ ନେଇ ଜନ ଅସେନ୍ତାଷ ବଢ଼ି ବଢ଼ି ଚାଲିଛି । ଆଉ ଅନ୍ୟପଟେ ବିଜୁଳି କାଟକୁ ନେଇ ଜୋର ହୋଇଛି ରାଜନୈତିକ ବୟାନବାଜି । ବିଜୁଳି କାଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ…
Read More...

ଢେଙ୍କାନାଳ ଟାଟା ପାୱାର ପ୍ଲାଣ୍ଟରେ ବଡ଼ ଅଘଟଣ । ଷ୍ଟିମ ପାଇପ ଫାଟିଯିବାରୁ ୧୯ ଆହାତ, ୩ ଗୁରୁତର

କନକ ବ୍ୟୁରୋ : ପାୱାର ପ୍ଲାଣ୍ଟ ଭିତରେ ଚାଲିଥିଲା ମରାମତି କାମ । କାମରେ ନିୟୋଜିତ ଥିଲେ ପ୍ରାୟ ୧୯ ଜଣ ଇଂଜିନିୟର ଏବଂ ଶ୍ରମିକ । ଷ୍ଟିମ୍ ପାଇପର ମରାମତି ସମୟରେ ଅଚାନକ୍ ଘଟିଗଲା ଅଘଟଣ । ଭଲଭ୍ ଫାଟି ଯିବାରୁ, ଅଚନାକ୍ ବହୁତ ଜୋରରେ ହୋଇଥିଲା ଶବ୍ଦ । କ’ଣ ଘଟିଛି ଦେଖିଲା ବେଳକୁ ଗରମ ପାଣି ଓ…
Read More...

ଗାଁ ପିଲାଙ୍କୁ ଶିକ୍ଷିତ କରିବାକୁ ଅଂଟା ଭିଡ଼ିଲେ ରାୟଗଡ଼ା ଅଡ଼ପତିଗୁଡ଼ା ଗାଁର ତ୍ରିନାଥ ତୋଇକା: ଗାଁ ଦାଣ୍ଡରେ ଏକାଠି…

କନକ ବ୍ୟୁରୋ: ଗାଁ ପିଲାଙ୍କୁ ଶିକ୍ଷିତ କରିବାକୁ ଅଂଟା ଭିଡ଼ିଛନ୍ତି ତ୍ରିନାଥ ତୋଇକା । ସ୍କୁଲ ଛୁଟି ଥିବା ବେଳେ ପିଲାଙ୍କୁ ଗାଁ ଦାଣ୍ଡରେ ପଢ଼ାଉଛନ୍ତି ପାଠ । ପିଲାମାନେ ମଧ୍ୟ ଶୃଙ୍ଖଳିତ ଭାବେ ବସି ଧ୍ୟାନ ଦେଇ ଗୁରୁଙ୍କ କଥା ଶୁଣୁଛନ୍ତି । ରାୟଗଡ଼ା ଜିଲ୍ଲା ଅଡପତିଗୁଡା ଗାଁରେ ସ୍କୁଲ ଛୁଟି…
Read More...

ନବବଧୂଙ୍କୁ ଗ୍ଲୁକୋଜରେ ବିଷ ଦେଇ ହତ୍ୟା ଅଭିଯୋଗ: ଯା’ଙ୍କ ନାଁରେ ଥାନାରେ ଅଭିଯୋଗ କଲେ ନବବଧୂଙ୍କ ମାଆ ଝରଣା ପ୍ରଧାନ

କନକ ବ୍ୟୁରୋ: ନବବଧୂକୁ ବିଷ ଦେଇ ହତ୍ୟା ଅଭିଯୋଗ । ନବବଧୂଙ୍କ ଯା’ ଗ୍ଲୁକୋଜରେ ବିଷ ଦେଇ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କଲେ ମୃତ ପୂଜାଙ୍କ ମାଆ ଝରଣା ପ୍ରଧାନ । ଦେବଗଡ଼ ରିଆମାଳ ଥାନା ବରଘାଟ ଗାଁରେ ଘଟିଛି ଏହି ଘଟଣା । ଗତ ମାର୍ଚ୍ଚ ୧୦ ତାରିଖ ଦିନ ଦେବଗଡ଼ ଥାନା କାପାସିରା ଗାଁର…
Read More...

ତାତି ସାଙ୍ଗକୁ ବିଦ୍ୟୁତ କାଟ୍ ଲୋକଙ୍କୁ କରୁଛି ଅତିଷ୍ଠ: ବାଲିଆପାଳରେ ୫ ଦିନ ବଡ଼ମ୍ବାରେ ୨୦ ଦିନ ହେବ ନାହିଁ ବିଜୁଳି

କନକ ବ୍ୟୁରୋ: ତାତି କଷ୍ଟରୁ ବଳି ପଡ଼ୁଛି ଘନଘନ ବିଦ୍ୟୁତ କାଟ୍ । ଘରେ ରହିବା ଲୋକଙ୍କ ପାଖରେ ହେଉଛି କଷ୍ଟକର । ପ୍ରତିଦିନ ବିଜୁଳି କାଟକୁ ନେଇ ଲୋକଙ୍କ ଭିତରେ ଦେଖାଦେଉଛି ଜନ ଅସନ୍ତୋଷ । ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ୫ ଦିନ ହେବ ଲାଗି ରହିଛି ବିଦ୍ୟୁତ ସମସ୍ୟା । ଅଭିଯୋଗ କେହି…
Read More...

ବିଜୁଳି କାଟ ପ୍ରସଙ୍ଗରେ ବିଜେପିର ପ୍ରେସମିଟ: ଟାଟା ପାୱାର ଓ ସରକାରଙ୍କ ଉପରେ ବର୍ଷିଲେ ପୃଥୀରାଜ ହରିଚନ୍ଦନ

କନକ ବ୍ୟୁରୋ: ବିଜୁଳି କାଟ ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଟାଟା ପାୱାର ଅରାଜକତାରେ ବୁଡ଼ିଯାଇଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଅଛି । ଟିକେ ବର୍ଷା ହେଲେ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି । ଏହାର ଫଳ ସାଧାରଣ ଲୋକଙ୍କୁ…
Read More...

ସରି ଆସୁଛି ସମୟ ସୀମା । ଶୀଘ୍ର କରାଇନିଅନ୍ତୁ ଆଧାର ସହ ପାନ୍ ଲିଙ୍କ । ନଚେତ ରଦ୍ଦ ହୋଇପାରେ ଆପଣଙ୍କ ପାନକାର୍ଡ

କନକ ବ୍ୟୁରୋ : ଯଦି ଆପଣ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ କରିନାହାଁନ୍ତି ତେବେ ତେବେ ଶୀଘ୍ର କରାଇନିଅନ୍ତୁ । କାରଣ ଆପଣଙ୍କ ହାତରେ ଆଉ ରହିଲା ଅଳ୍ପ କେଇଟା ଦିନ । ଜୁନ ୩୦ ତାରିଖକୁ ଆଧାର ସହ ପାନ୍ କାର୍ଡ ଲିଙ୍କ କରିବାର ଶେଷ ତାରିଖ ରଖାଯାଇଛି । ଯଦି ଏହି ନିର୍ଦ୍ଦାରିତ ତାରିଖ ଭିତରେ…
Read More...

ତେଜିଲା କୋରାପୁଟ କଂଗ୍ରେସ କନ୍ଦଳ: ଦିଲ୍ଲୀ ଗଲେ ତାରା ଓ ମିନାକ୍ଷୀଙ୍କ ସମର୍ଥକ

କନକ ବ୍ୟୁରୋ: ତେଜିଲା କୋରାପୁଟ କଂଗ୍ରେସ କନ୍ଦଳ । ଜିଲ୍ଲା ସଭାପତି ନିଯୁକ୍ତିକୁ ନେଇ ବିଧାୟକ ତାରା ବାହିନୀ ପତି ଓ କୋରାପୁଟ ସାଂସଦ ମୁହାଁମୁହିଁ ହୋଇଛନ୍ତି । ପୂର୍ବତନ ଜିଳ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ପଦରୁ ହଟାଯିବା ନେଇ ଦିଲ୍ଲୀ ଗଲେ ତାରା ଓ ମିନାକ୍ଷୀଙ୍କ ସମର୍ଥକ ।…
Read More...