Browsing Category

ନ୍ୟୁଜ୍

ନେପାଳରେ ପ୍ରକୃତିର କରାଳ ରୂପ । ବନ୍ୟା, ଭସ୍ଖଳନ ଯୋଗୁଁ ପ୍ରଳୟ ପରିସ୍ଥିତି, ୫ ମୃତ, ୨୮ ନିଖୋଜ

କନକ ବ୍ୟୁରୋ: ଭାରତର ଅନେକ ରାଜ୍ୟ ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଥିବାବେଳେ ପଡୋଶୀ ନେପାଳରେ କିନ୍ତୁ ବର୍ଷା ଦାଉ ସାଜୁଛି । ଏଠାରେ ମୌସୁମୀ ଯୋଗୁଁ ଭୀଷଣ ବର୍ଷା ହେବା ଫଳରେ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ହୋଇଛି । ଫଳରେ ୫ଜଣଙ୍କର ମୃତ୍ୟୁ ହେଇଥିବାଳେ ୧୮ଜଣ ନିଖୋଜ ଥିବା ସୂଚନା ରହିଛି ।…
Read More...

ରଥଯାତ୍ରାରେ ଖସିବ ତାତି : ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

କନକ ବ୍ୟୁରୋ : ରାତି ପାହିଲେ ରଥଯାତ୍ରା । ଗରମ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡିଥିବା ବେଳେ ଏବେ ପାଣିପାଗ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରଥଯାତ୍ରାରେ ଗରମ ଗୁଳୁଗୁଳିର ମାତ୍ରା କିଛିଟା କମିବ । ଯାତ୍ରା ସମୟରେ ଖସିବ ତାତି । ଦିନକରେ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବ । ୨୧ରେ…
Read More...

ଉତ୍ତରପ୍ରଦେଶ ପରେ ବିହାରରେ ମଧ୍ୟ ଭୀଷଣ ତାତି ଯୋଗୁଁ ୪୪ଜଣଙ୍କ ମୃତ୍ୟୁ । ୫ ରାଜ୍ୟରେ ଆଲର୍ଟ ଜାରି

କନକ ବ୍ୟୁରୋ: ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ବିହାର ସବୁଠି ପ୍ରଚଣ୍ଡ ଖରାରେ କଲବଲ ଲୋକେ । ୟୁପି ବଲିୟାରେ ହିଟ୍ ୱେଭ୍ ଯୋଗୁଁ ୫୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବିହାରରେ ମଧ୍ୟ ୪୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ୫ଟି ରାଜ୍ୟରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରିଛି…
Read More...

ଜଙ୍ଗଲ ଭିତରେ ପୁଳାପୁଳା ୨ ହଜାର ଟଙ୍କିଆ ନୋଟ୍ : ମାଓ ସମର୍ଥକ ଟ୍ରାକ୍ଟର କିଣିବା ବେଳେ ଧରାପଡିଲା ୫ବିଡା ନୋଟ୍

କନକ ବ୍ୟୁରୋ : ମାଓବାଦୀଙ୍କ ପାଖରେ ଅଛି ପୁଳା ପୁଳା ୨ହଜାର ଟଙ୍କିଆ ନୋଟ୍ । ଟଙ୍କା ନେଇ ମାଓବାଦୀଙ୍କ ପାଇଁ ଟ୍ରାକ୍ଟର କିଣିବାକୁ ଯାଉଥିବା ବେଳେ ଗିରଫ ହୋଇଛନ୍ତି ମାଓ ସମର୍ଥକ । ଏହାସହ ୫ ବିଡା ୨ ହଜାର ଟଙ୍କିଆ ନୋଟ୍ ଜବତ ହୋଇଛି । ୫ ବିଡାରେ ୧୦ ଲକ୍ଷ ଟଙ୍କାରେ ରହିଥିଲା । ପୁଣି…
Read More...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ : ଭାରତ ବିଜେତା; କୋଟିଏ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଚାମ୍ପିଅନସିପରେ ବାଜି ମାରିଲା ଭାରତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଖେଳାଯାଇଥିବା ମ୍ୟାଚରେ ଲେବାନନକୁ ୨-୦ ଗୋଲରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି ଭାରତ । ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି…
Read More...

ହିଟୱେଭ ନେଉଛି ଜୀବନ : ଉତ୍ତରଭାରତରେ ଗୀଷ୍ମପ୍ରବାହରେ ଶତାଧିକ ଲୋକଙ୍କ ମୃତ୍ୟୁ; ସେପଟେ ଝାରସୁଗୁଡାରେ ଅଂଶୁଘାତ ଯୋଗୁ…

କନକ ବ୍ୟୁରୋ : ପ୍ରବଳ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଦେଶ । ଉତ୍ତରଭାରତରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଶତାଧିକ ଲୋକଙ୍କର ଜୀବନ ଯାଇଛି । ଗତ ୩ ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ୫୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିହାରରେ ୫୨ଜଣଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ସ୍ୱାସ୍ଥ୍ୟ…
Read More...

ଠିକାଦାରଙ୍କୁ ଗୁଳିକରି ହତ୍ୟା : ଘରକୁ ଫେରୁଥିବା ବେଳେ ବାଇକରେ ଆସି ଦୁର୍ବୁତ୍ତଙ୍କ ଆକ୍ରମଣ; ହସ୍ପିଟାଲରେ ଡାକ୍ତରଙ୍କ…

କନକ ବ୍ୟୁରୋ : ଜାତୀୟ ରାଜପଥ ୧୬ରେ ଫୁଟିଲା ଗୁଳି । ଗୁଳି ମାଡରେ ଠିକାଦାରଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି, ଟାଙ୍ଗୀ ଥାନା ଅନ୍ତର୍ଗତ ମୋହନପୁର ଗାଁର ୫୦ ବର୍ଷୀୟ ରମେଶ ରାଉତ । ରମେଶଙ୍କର ବେଙ୍ଗାଲୁରୁରେ ଠିକା ସଂସ୍ଥା ରହିଛି । ରମେଶ ଗତକାଲି ରାତି ସାଢେ ୧୦ଟା ବେଳେ ତାଙ୍କର ୨…
Read More...

ଶିକାରୀ ଗୁଳିରେ ୨ ଫରେଷ୍ଟରଙ୍କ ମୃତ୍ୟୁ ପରେ ତେଜୁଛି ଅସନ୍ତୋଷ : ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ବନ କର୍ମଚାରୀ

କନକ ବ୍ୟୁରୋ : ଶିମିଳିପାଳରେ ଶିକାରୀ ଗୁଳିରେ ୨ ଜଣ ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ରାଜ୍ୟ ସରକାର ଓ ବନ ବିଭାଗର ଅବହେଳା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୫ ଦଫା ଦାବି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି…
Read More...

ଆସନ୍ତାକାଲି ରଥଯାତ୍ରା : ଆଜି ମହାପ୍ରଭୁଙ୍କ ନବଯୌବନ ବେଶ; ସକାଳ ୮ଟାରୁ ଦର୍ଶନ ଆରମ୍ଭ, ଶ୍ରୀକ୍ଷେତ୍ରରେ ଜମିଲାଣି…

କନକ ବ୍ୟୁରୋ : ଆସନ୍ତାକାଲି ରଥଯାତ୍ରା । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ସକାଳ ୮ଟାରୁ ଆରମ୍ଭ ହେବ ଦର୍ଶନ । ୮ଟାରୁ ୯ଟା ଯାଏଁ ପାରମାଣିକ ଟିକେଟଧାରୀ ଦର୍ଶନ କରିବେ । ଏଥର ପାରମାଣିକ ଦର୍ଶନ ପାଇଁ ଟିକେଟର ଦାମ୍ ୧୦୦ ଟଙ୍କା ରଖାଯାଇଛି । ସେହିପରି ୯ଟାରୁ ୧୧ଟା ୨ ଘଣ୍ଟା ଯାଏଁ…
Read More...

ବାଲିମୁଣ୍ଡା ଜିଏସ୍ଏସରୁ ୩୩ କେଭି ଧାମରା ଓ ବିଦେଇପୁର ଫିଡର୍ର ଚାର୍ଜିଂ ସୁବିଧା ଶୁଭାରମ୍ଭ

କନକ ବ୍ୟୁରୋ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍)ର ଭଦ୍ରକ ସର୍କଲ୍ ଅଧୀନସ୍ଥ ଧାମରା ବିଦ୍ୟୁତ ସବ୍-ଡିଭିଜନ୍ର ଗ୍ରାହକମାନଙ୍କ ପାଇଁ ଧାମରା ୩୩/୧୧ କେଭି ଧାମରା ପିଏସ୍ଏସ୍ ଓ ୩୩/୧୧ କେଭି ବିଦେଇପୁର ପିଏସସରୁ…
Read More...