Browsing Category

ନ୍ୟୁଜ୍

ଆହୁରି ଦୁଇ ସପ୍ତାହ ଲାଗିରହିବ ତାତି

ଲଗାତର ଦୁଇ ସପ୍ତାହ ଧରି ରାଜ୍ୟରେ ରହିଛି ତାତିର ରାଜୁତି । ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ପୁଣି ଆଗାମୀ ଦୁଇ ସପ୍ତାହ ଯାଏଁ ଏଭଳି ତାତି ଜାରି ରହିବ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମତାପ କମିବାର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ପଶ୍ଚିମ ଓ…
Read More...

ଗାଁ ଲୋକଙ୍କ କବଳରେ ୧୨ ଘଂଟା ବନ୍ଦୀ ପୁଲିସ

ନୟାଗଡ : ପୁଲିସ୍ ଭ୍ୟାନକୁ ଅଟକ ରଖିଲେ ଗାଁ ଲୋକ । ପ୍ରାୟ ୧୨ ଘଂଟା କାଳ ଉତ୍ୟକ୍ତ ଗାଁ ଲୋକଙ୍କ କବଳରେ ବନ୍ଦୀ ରହିଲେ ପୋଲିସ କର୍ମଚାରୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ପରିଡା ଗାଁରେ । ତେବେ ଗାଁ ଲୋକଙ୍କ ଏଭଳି କରିବା ପଛର କାରଣ ହେଉଛି, ଗାଁର ଜଣେ ଯୁବତୀଙ୍କୁ…
Read More...

ରନ୍ ୱେରେ ଜୀବଜନ୍ତୁଙ୍କ ଉତ୍ପାତ, ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର : ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷାକୁ ନେଇ ଉଠୁଛି ବଡ ପ୍ରଶ୍ନ । ବାରମ୍ବାର ନଜରକୁ ଆସୁଛି ରନ୍ ୱେରେ ଜୀବଜନ୍ତୁଙ୍କ ଉତ୍ପାତ । ଆଜି  ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର ପଛପଟୁ  ଧରାପଡିଲା ବିଲୁଆ । ପୁରୁଣା ଟର୍ମିନାଲରୁ ବିଲୁଆଟିକୁ ଧରାଯାଇଥିବା…
Read More...

ବିଜେଡିରେ ବରିଷ୍ଠ ବନାମ କନିଷ୍ଠ ପ୍ରସଙ୍ଗ

ଦାମ ଙ୍କ ସପକ୍ଷରେ ବାହାରିଲେ ବିଜୟଶ୍ରୀ । ଜୋର୍ ଧରିଲା ବିଜେଡିରେ ବରିଷ୍ଠ ବନାମ କନିଷ୍ଠ ପ୍ରସଙ୍ଗ । ଆଉ ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ବିଜୟଶ୍ରୀ ରାଉତରାୟ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ । ବିଜେଡି ରାଜନୀତିକୁ କରିଛି ସରଗରମ ।
Read More...

ରାଜରାସ୍ତାରେ ନିଆଁର ରାଜ

ହୁତୁ ହୁତୁ ହୋଇ ଜଳୁଛି ଟ୍ୟାଙ୍କର ।  ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ୫ ନମ୍ବର ଜାତୀୟ ରାଜପଥରେ ହଠାତ ଜଳି ଉଠିଥିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର । ଆଜି ସାଢେ ୧୧ଟା ବେଳେ ହଠାତ୍ ଗ୍ୟାସ୍ ଟ୍ୟାଙ୍କରରେ ନିଆଁ ଲାଗିବାରୁ ରାସ୍ତାର ଉଭୟ ପାଶ୍ୱର୍ରୁ ଆସୁଥିବା ଗାଡିଗୁଡିକୁ ଅଟକାଇ…
Read More...

କୁହୁଳୁଛି ସଂଜୟ-ତଥାଗତ ବିବାଦ

ବିଜେଡି ବିଜୁ ଶତବାର୍ଷିକୀ ସମନ୍ୱୟ କମିଟି ବୈଠକରେ ଯୋଗ ଦେଲେନି ମନ୍ତ୍ରୀ ସଂଜୟ ଦାସବର୍ମା । କମିଟି ଆବାହକ ତଥା ସାଂସଦ ତଥାଗତ ଶତପଥିଙ୍କ ଘରେ ଚାଲିଥିବା ବୈଠକରେ ସେହି କମିଟିର ସଦସ୍ୟ ସଂଜୟ ଯୋଗ ନ ଦେବା ଘଟଣା ଏବେ ବିବାଦୀୟ ମୋଡ ନେଇଛି । ଚର୍ଚ୍ଚା ହେଉଛି, ପାଜେରୋ ପ୍ରସଙ୍ଗରେ ଛନ୍ଦି…
Read More...

ସନାତନ ମହାକୁଡ ବୋହୂ ବିବାଦ ମାମଲା, ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର ହେଲେ ପଙ୍କଜ ମହାକୁଡ

ସନାତନ ମହାକୁଡଙ୍କ ବୋହୂ ବିବାଦ ମାମଲା । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର ହେଲେ ବିଧାୟକ ସନାତନଙ୍କ ପୁଅ ପଙ୍କଜ ମହାକୁଡ । ୧୬୪ ଧାରାରେ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । କବିତା ମହାକୁଡ ନାମକ ଜଣେ ମହିଳା ପଙ୍କଜ ମହାକୁଡଙ୍କ ସ୍ତ୍ରୀ ବୋଲି ଦାବି କରି ଅଭିଯୋଗ କରିଥିଲେ । ଏନେଇ…
Read More...

ମୃତ୍ୟୁକୁ ମାତ୍ ଦେଲା ୯ ମାସର ଶିଶୁ କନ୍ୟା ଲକ୍ଷ୍ମୀ, :ମାଁ ର ପଣତ ଦେଲା ପୁର୍ନଃଜନ୍ମ

ମୃତ୍ୟୁର ଘାଟିରୁ ବର୍ତି ଯାଇଛି ୮ ମାସର ଶିଶୁକନ୍ୟା । ଦେବଗଡ ଗଇଲୋ ଘାଟିରେ ୩୦୦ ଫୁଟ ତଳକୁ ଖସିପଡିଛି ଯାତ୍ରାପାର୍ଟି ବସ । ହେଲେ କଥାରେ ଅଛି "ରଖେ ହରି ମାରେ କିଏ " ଏତେବଡ ଦୁର୍ଘଟଣାରୁ ସ୍ୱଭାଗ୍ୟ ବସତଃ ବଂଚି ଯାଇଛି ଶିଶୁ କନ୍ୟା ଲକ୍ଷ୍ମୀ । ଦେବଗଡ ହସ୍ପିଟାଲରେ ମାଆ କୋଳରେ ଅଛି ଲକ୍ଷ୍ମୀ…
Read More...

କାନ୍ଦୁଛି ବରଗଡ: ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ସରକାର ଓ ଇଷ୍ଟର୍ଣ୍ଣ ଅପେରା

କାନ୍ଦୁଛି ବରଗଡ । ଦୁର୍ଘଟଣାରେ ମୃତ ୨୭ କଳାକାରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ଗୁଡିକୁ ନିଜ ଗାଁକୁ ପଠାଇ ଦିଆଯାଇଥିଲା । ପରେ ସମସ୍ତ ମୃତଦେହକୁ ରେମତା ଆଣା ଯାଇ ସେଠାରେ ସମୂହ ଶେଷକୃତ୍ୟ ସଂପନ୍ନ କରାଯାଇଛି । ଏବେ ରେମତା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି…
Read More...

ରାଜଧାନୀରେ ପୁଣି ଏନକାଉଟଂର

ଭୁବନେଶ୍ୱର : ରାଜଧାନୀରେ ପୁଣି ଏନକାଉଟଂର । ପୁରୀ ଭୁବନେଶ୍ୱର ଜଗନ୍ନାଥ ସଡକରେ ଜଣେ କୁଖ୍ୟାତ ଅପରାଧୀ ପୁଲିସ ଗୁଳିରେ ଘାଇଲା ହୋଇଛି । ଅଭିଯୁକ୍ତ ଜଣକ ହେଉଛି ରବି ରାଓ । ରବିର ନାଁରେ ୧୦ରୁ ଅଧିକ ସଙ୍ଗୀନ ଓ ସାଙ୍ଗାତିକ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି । ସତ୍ୟନଗର ମାଳିସାହି ଅଂଚଳରେ…
Read More...